ଓଡିଶାପାଟଣା ଆଞ୍ଚଳିକ ମହାବିଦ୍ୟାଳୟ ରେ ୭୪ତମ ଏନସିସି ଦିବସ ପାଳିତmahabharatanewsNovember 28, 2022 by mahabharatanewsNovember 28, 20220144 କେନ୍ଦୁଝର: ଦେଶ ବ୍ୟାପି ୭୪ତମ ଜାତୀୟ ସମର ଶିକ୍ଷାର୍ଥି ଦିବସ ପାଳିତ ହେଉଥିବା ବେଳେ କେନ୍ଦୁଝର ଜିଲ୍ଲା ପାଟଣା ଆଞ୍ଚଳିକ ମହାବିଦ୍ୟାଳୟରେ ମଧ୍ୟ ପାଳିତ ହୋଇଛି । କାର୍ଯ୍ୟକ୍ରମରେ ଯୋଗଦାନ କରି ମହାବିଦ୍ୟାଳୟ ପ୍ରତିଷ୍ଠାଦାତା...