ଆଖି ପିଛୁଳାକେ ଟାର୍ଗେଟକୁ ଧ୍ବଂସ କରିବ ହାଇପରସୋନିକ୍ ଗ୍ଲାଇଡ୍ କ୍ଷେପଣାସ୍ତ୍ର
ଡିଆରଡିଓର ଦୀର୍ଘ ଦୂରଗାମୀ ଆଣ୍ଟି-ସିପ୍ ହାଇପରସୋନିକ୍ ଗ୍ଲାଇଡ୍ କ୍ଷେପଣାସ୍ତ୍ର ଜାନୁଆରୀ 26 ତାରିଖରେ କାର୍ତ୍ତବ୍ୟପଥରେ 77ତମ ଗଣତନ୍ତ୍ର ଦିବସ ପରେଡରେ ପ୍ରଥମ ଥର ପାଇଁ ପ୍ରଦର୍ଶନ କରିବାକୁ ଯାଉଛି। LRAShM କ୍ଷେପଣାସ୍ତ୍ରର ଲକ୍ଷ୍ୟଭେଦ କ୍ଷମତା...
