ଓଡିଶାଭାରତରାଜନୀତିନିର୍ଦ୍ଧାରିତ ସମୟ ପୂର୍ବରୁ ହୋଇପାରେ ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ ।mahabharatanewsJanuary 24, 2026 by mahabharatanewsJanuary 24, 2026019 ରାଜ୍ୟରେ ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ସଠିକ ସମୟ ଘୋଷଣା ହୋଇ ନଥିଲେ ମଧ୍ୟ ରାଜନୈତିକ ଦଳର ନେତାମାନେ ନିଜନିଜର କ୍ଷେତ୍ର ସଜାଡୁଛନ୍ତି। ଏବେ ରାଜ୍ୟର ଅନେକ ସରପଞ୍ଚ ଏବଂ ସମିତି ସଭ୍ୟ ଦଳ...
ଓଡିଶାରାଜନୀତି୨୦୨୭ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ ଆୟୋଗଙ୍କ ପ୍ରସ୍ତୁତି ଆରମ୍ଭ।mahabharatanewsJanuary 17, 2026 by mahabharatanewsJanuary 17, 2026016 ରାଜ୍ୟରେ ୨୦୨୭ ମସିହାରେ ହେବାକୁ ଥିବା ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି।ଏହି ପରିପ୍ରେକ୍ଷୀରେ ୧୭ ଜାନୁଆରୀ ୨୦୨୬ ତାରିଖ ରେ କଟକସ୍ଥିତ କେନ୍ଦ୍ରାଞ୍ଚଳ ଆୟୁକ୍ତ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ...
ଓଡିଶା୧୧ରେ ନାଏବ ସରପଞ୍ଚ ଲଢ଼େଇmahabharatanewsMarch 10, 2022 by mahabharatanewsMarch 10, 20220273 (ଭୁବନେଶ୍ୱର) : ଏବେ ବି ସରଗରମ ହୋଇପଡିଛି ପଞ୍ଚାୟତ ରାଜନୀତି । ପ୍ରତ୍ୟକ୍ଷ ଭୋଟ ସରିଥିଲେ ହେଁ ନାଏବ ସରପଞ୍ଚ, ବ୍ଳକ ଅଧ୍ୟକ୍ଷ ଏବଂ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପାଇଁ ଚାଲିଛି ଅଙ୍କକଷା ।...
ଓଡିଶାତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ: ଭୋଟ ଗଣତି ଆରମ୍ଭmahabharatanewsFebruary 26, 2022 by mahabharatanewsFebruary 26, 20220174 ଗୋପ: ଆରମ୍ଭ ହୋଇଗଲା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଗଣତି । ଏହି କ୍ରମରେ ପୁରୀରେ ଆଗାମୀ ୩ଦିନ ପର୍ଯ୍ୟନ୍ତ ଚାଲିବ ଭୋଟଗଣତି । ଆଜି ଜିଲ୍ଲା ପରିଷଦ ଜୋନ ନମ୍ବର ୧, ୩, ୬,...
ଓଡିଶାପ୍ରାୟ ୨ ଲକ୍ଷ ପ୍ରାର୍ଥୀଙ୍କ ଭାଗ୍ୟ ସିଲ୍, ଆସନ୍ତାକାଲି ଖୋଲିବ ଭୋଟ ବାକ୍ସmahabharatanewsFebruary 25, 2022 by mahabharatanewsFebruary 25, 20220277 (ଭୁବନେଶ୍ୱର) : ଗତକାଲି ଅନ୍ତିମ ପର୍ଯ୍ୟାୟ ମତଦାନ ସମାପ୍ତ ହୋଇଛି । ଭୋଟ ବାକ୍ସ ଭିତରେ ସିଲ୍ ହୋଇଯାଇଛି ପ୍ରାୟ ୨ ଲକ୍ଷ ପ୍ରାର୍ଥୀଙ୍କ ଭାଗ୍ୟ । ତେବେ ଆସନ୍ତାକାଲି (୨୬)ରୁ ଖୋଲିବ ଭୋଟବାକ୍ସ...
ଓଡିଶାରାଜନୀତିଆଜି ୪୫ଟି ଜାଗାରେ ପୁନଃ ମତଦାନmahabharatanewsFebruary 23, 2022 by mahabharatanewsFebruary 23, 20220153 ଭୁବନେଶ୍ୱର: ଆଜି ରାଜ୍ୟର ୪୫ଟି ଜାଗାରେ ପଞ୍ଚାୟତ ନିର୍ବାଚନ ପାଇଁ ପୁନଃ ମତଦାନ ଚାଲିଛି । ସକାଳ ୯ଟାରୁ ଅପରାହ୍ନ ୩ଟା ଯାଏ ଭୋଟ ଗ୍ରହଣ ହେବ । ବିଭିନ୍ନ ସ୍ଥାନରେ ଗଣ୍ଡଗୋଳ ଯୋଗୁଁ...
ଓଡିଶାପଂଚାୟତ ନିର୍ବାଚନ, ମିଳିଲା ଉଠାଇ ନେଇଥିବା ଭୋଟ୍ ବାକ୍ସmahabharatanewsFebruary 19, 2022 by mahabharatanewsFebruary 19, 20220144 ଜଗତସିଂହପୁର: ମତଦାନବେଳେ ଉଠାଇ ନେଇଥିବା ଭୋଟ୍ ବାକ୍ସ ମିଳିଲା । ଏ ଘଟଣା ଘଟିଛି ଜଗତସିଂହପୁର ଜିଲ୍ଲା ପଟସରା ପଂଚାୟତ ଢୋଲବନ୍ଧ ପ୍ରାଥମିତ ବିଦ୍ୟାଳୟ ବୁଥ୍ ତଥା ପଟସରା ୨ନଂ ବୁଥରୁ ଭୋଟ୍ ବାକ୍ସ...