ଓଡିଶାନୂଆପଡ଼ାରୁ ବିପୁଳ ମାଓ ସାମଗ୍ରୀ ଜବତmahabharatanewsMay 21, 2024 by mahabharatanewsMay 21, 20240143 (ନୂଆପଡ଼ା) : ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ । ନୂଆପଡ଼ା ଜିଲ୍ଲା କୋମନା ଥାନା ଶିବନାରାୟଣପୁର ନିକଟରେ ସୁରକ୍ଷା ବାହିନୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ସମୟରେ ୪ ଲକ୍ଷ ଟଙ୍କାର ୨...
ଓଡିଶା“ବିକାଶମୂଳକ କାମରେ ବାଧା ଦେଉଛନ୍ତି ବିରୋଧୀ”: ଭି କେ ପାଣ୍ଡିଆନmahabharatanewsMay 21, 2024 by mahabharatanewsMay 21, 2024099 (ଭୁବନେଶ୍ୱର) : ପୁଣି ଥରେ ବିରୋଧୀଙ୍କ ଉପରେ ବର୍ଷିଲେ ଭି କେ ପାଣ୍ଡିଆନ । ଚମ୍ପୁଆରେ ବିଜେଡି ପ୍ରାର୍ଥୀଙ୍କ ପାଇଁ ପ୍ରଚାର ବେଳେ ଜନସଭାକୁ ସମ୍ବୋଧିତ କରି ପାଣ୍ଡିଆନ କହିଛନ୍ତି, “ମା’ ମାନେ ହେଉଛି...
ଭାରତସ୍ୱାତୀ ମାଲିୱାଳଙ୍କୁ ମାରପିଟ୍ ମାମଲା; ଦିଲ୍ଲୀ ପୋଲିସର ସ୍ୱତନ୍ତ୍ର ଟିମ୍ ଗଠନmahabharatanewsMay 21, 2024 by mahabharatanewsMay 21, 2024090 (ଦିଲ୍ଲୀ) : କେଜ୍ରିୱାଲଙ୍କ ଘରେ ସ୍ୱାତୀ ମାଲିୱାଳଙ୍କୁ ମାରପିଟ୍ ମାମଲାର ତଦନ୍ତ କରିବା ପାଇଁ ଦିଲ୍ଲୀ ପୋଲିସ ସ୍ୱତନ୍ତ୍ର ଟିମ୍ ଗଠନ କରିଛି । SIT’ ବର୍ତ୍ତମାନ ଏହି ପୁରା ମାମଲାରେ ଯାଞ୍ଚ କରିବ...
ଓଡିଶା“କେନ୍ଦ୍ର ସରକାରଙ୍କ ପାଖରେ ଓଡ଼ିଆ ଅସ୍ମିତାର ପ୍ରୀତି ନାହିଁ” mahabharatanewsMay 21, 2024 by mahabharatanewsMay 21, 2024089 (ଭୁବନେଶ୍ୱର) : ନବୀନ ଗ୍ୟାରେଣ୍ଟି ନମ୍ବର ୨୦ । ଭାଷା ହିଁ ଭବିଷ୍ୟତ. ଏହା ଉପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କିଭଳି ଗ୍ୟାରେଣ୍ଟି ଦେଉଛନ୍ତି ଓଡ଼ିଶାଙ୍କୁ, ତାହା ଅଭୁମୁଖ୍ୟ ୨୦୩୪ ଭାରତରେ ଓଡ଼ିଶାକୁ ଶ୍ରେଷ୍ଠ...
ଓଡିଶାବିଜେଡିରେ ମିଶିଲେ ଦୁର୍ଯ୍ୟୋଧନ ଗରଡିଆ ଏବଂ ବିଭୁତି ଭୂଷଣ ଗରଡିଆ mahabharatanewsMay 21, 2024 by mahabharatanewsMay 21, 20240113 ବିଜେଡିରେ ମିଶିଲେ ରେଙ୍ଗାଲିର ପୂର୍ବତନ ବିଧାୟକ ଦୁର୍ଯ୍ୟୋଧନ ଗରଡିଆ ତାଙ୍କ ସହ ରେଙ୍ଗାଲି ପୂର୍ବତନ ଯୁବ କଂଗ୍ରେସ ସଭାପତି ରେଙ୍ଗାଲି ବିଭୁତି ଭୂଷଣ ଗରଡିଆ ଏବଂ ଅନେକ ସମର୍ଥକ ମଧ୍ୟ ବିଜେଡିରେ ସାମିଲ ହେଲେ....
ମନୋରଞ୍ଜନକଙ୍ଗନାଙ୍କୁ କଳା ପତାକା ଦେଖାଇଲା କଂଗ୍ରେସmahabharatanewsMay 21, 2024May 21, 2024 by mahabharatanewsMay 21, 2024May 21, 20240105 (ମୁମ୍ବାଇ) : ବିଜେପିର ମଣ୍ଡି ଲୋକସଭା ଆସନ ପ୍ରାର୍ଥୀ କଙ୍ଗନା ରାଣାୱତଙ୍କୁ କଂଗ୍ରେସ କର୍ମୀମାନେ କଳାପତାକା ଦେଖାଇବା ସହ ତାଙ୍କ ବିରୋଧରେ ସ୍ଲୋଗାନ ଦେଇଛନ୍ତି। ସୂଚନାନୁଯାୟୀ , କଙ୍ଗନା ଆଜି ହିମାଚଳପ୍ରଦେଶର କାଜା ଗସ୍ତ...
ଭାରତଆଜି ରାଜୀବ ଗାନ୍ଧୀଙ୍କ ୩୩ତମ ମୃତ୍ୟୁ ବାର୍ଷିକୀmahabharatanewsMay 21, 2024 by mahabharatanewsMay 21, 20240105 (ଦିଲ୍ଲୀ) : ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ୩୩ତମ ମୃତ୍ୟୁ ବାର୍ଷିକୀ ଅବସରରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ, ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀଙ୍କ ସମେତ ବହୁ ବରିଷ୍ଠ ନେତା ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।...
ଓଡିଶାଆଜି ପୁଣି ଓଡ଼ିଶା ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାmahabharatanewsMay 21, 2024 by mahabharatanewsMay 21, 2024099 (ଭୁବନେଶ୍ୱର) : ବିଜେପି ଫୋକସରେ ଏବେ ଓଡ଼ିଶା ରହିଛି । ଜଣକ ପରେ ଜଣେ ବିଜେପିର କେନ୍ଦ୍ରୀୟ ନେତା ଓଡ଼ିଶା ଗସ୍ତରେ ଆସି ହାଇଭୋଲଟେଜ୍ ପ୍ରଚାର କରୁଛନ୍ତି । ଆଜି ପୁଣି ଓଡ଼ିଶା ଆସୁଛନ୍ତି...
ଓଡିଶାସମୀରଙ୍କୁ ବିଜେପି ରାଜ୍ୟ ମୁଖପାତ୍ର ନିଯୁକ୍ତି mahabharatanewsMay 21, 2024 by mahabharatanewsMay 21, 20240100 (ଭୁବନେଶ୍ୱର) : ବିଜେଡି ଛାଡି ଭାଜପାରେ ସାମିଲ ହୋଇଥିବା ବରିଷ୍ଠ ନେତା ସମୀର ରଞ୍ଜନ ଦାଶଙ୍କୁ ଦଳ ସୋମବାର ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେଇଛି। ଦଳ ସମୀରଙ୍କୁ ରାଜ୍ୟ ମୁଖପାତ୍ର ଭାବେ ନିଯୁକ୍ତି ମିଳିଛି ।...
ଓଡିଶା ଓଡ଼ିଶାରେ ୬୭. ୫୯ ପ୍ରତିଶତ ମତଦାନmahabharatanewsMay 21, 2024 by mahabharatanewsMay 21, 20240107 (ଭୁବନେଶ୍ୱର) : ଦେଶରେ ପଞ୍ଚମ ଓ ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି। ଗତକାଲି ରାତି ୧୧ଟା ୩୦ ସୁଦ୍ଧା ଓଡ଼ିଶାରେ ପ୍ରାୟ ୬୭. ୫୯ ପ୍ରତିଶତ ମତଦାନ ହୋଇଛି। ଦେଶରେ ମୋଟ୍...