ଓଡିଶାଉତ୍କଳ ବାଳାଶ୍ରମର ଅନ୍ତବାସୀଙ୍କୁ ପୋଷାକ ଓ ମିଷ୍ଟାନ ଭେଟିmahabharatanewsOctober 24, 2022 by mahabharatanewsOctober 24, 20220159 ଗୋପ/ ଜୟନ୍ତ ସେଠୀ: ପୁରୀ ଜିଲ୍ଲାପାଳ ଉତ୍କଳ ବାଳାଶ୍ରମର ଅନ୍ତବାସୀଙ୍କୁ ଦୀପାବଳି ଭେଟି ଦେଇଛନ୍ତି । ଏହି ଅବସରରେ ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମା ପୋଷାକ ଓ ମିଷ୍ଟାନ୍ନ ବଣ୍ଟନ କରିଛନ୍ତି। ସୋମବାର ଦିନ...