Tag : Puri

ଓଡିଶା

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ

mahabharatanews
ପୁରୀ : ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବକୁ ନେଇ ଚଳଚଞ୍ଚଳ ଶ୍ରୀକ୍ଷେତ୍ର। ଜାନୁଆରୀ ୧୭ତାରିଖରେ ହେବ ଯଜ୍ଞର ପୂର୍ଣ୍ଣାହୁତି। ୧୦୮ଜଣ ସ୍ୱତ୍ରୀୟ ବ୍ରାହ୍ମଣ ମାନଙ୍କ ଦ୍ୱାରା ଏହି  ଯଜ୍ଞ କର୍ମ ସମାପନ କରାଯିବ। ...
ଓଡିଶା

ଆଜି ୪ଘଣ୍ଟା ବନ୍ଦ ଜଗା ଦର୍ଶନ 

mahabharatanews
ଆଜି ପୌଷ କୃଷ୍ଣ ସପ୍ତମୀ ତିଥିରେ ଶ୍ରୀବିଗ୍ରହମାନଙ୍କ ହେବ ବନକଲାଗି ନୀତି । ତେଣୁ ଆଜି 4 ଘଣ୍ଟା ବନ୍ଦ ରହିବ ଜଗା ଦର୍ଶନ । ଦ୍ଵିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ଆପାତତଃ ଅପରାହ୍ନ 4ଟାରୁ ରାତି 8 ପର୍ଯ୍ୟନ୍ତ 4 ଘଣ୍ଟା ପାଇଁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ରଙ୍ଗପ୍ରସ୍ତୁତ କରିବା ଓ ବିଗ୍ରହରେ ଲଗାଇବା ଏମାନଙ୍କ କାମ । ମହାପ୍ରଭୁଙ୍କ ଲାଗି ଉର୍ଦ୍ଦିଷ୍ଟ ରଙ୍ଗଗୁଡିକ ପ୍ରସ୍ତୁତ ପାଇଁ ଭିତର ବେଢାର ଉତ୍ତର ପଟେ ଗୋଟିଏ କୋଠରୀ ରହିଛି । ଏହାକୁ ବନକଲାଗି...
ଓଡିଶା

ଆସନ୍ତାକାଲି ଶ୍ରୀବିଗ୍ରହଙ୍କ ବନକଲାଗି ନୀତି

mahabharatanews
ଆସନ୍ତାକାଲି ପୌଷ କୃଷ୍ଣ ସପ୍ତମୀ ତିଥିରେ ଶ୍ରୀବିଗ୍ରହମାନଙ୍କ ହେବ ବନକଲାଗି ନୀତି । ତେଣୁ ଆସନ୍ତାକାଲି 4 ଘଣ୍ଟା ବନ୍ଦ ରହିବ ଜଗା ଦର୍ଶନ । ଦ୍ଵିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ଆପାତତଃ ଅପରାହ୍ନ 4ଟାରୁ ରାତି...
ଓଡିଶା

ଶ୍ରୀମନ୍ଦିରକୁ ନିମନ୍ତ୍ରଣ ପତ୍ର  

mahabharatanews
ଅଯୋଧ୍ୟାରେ ନିର୍ମାଣ ହେଉଥିବା ରାମଲାଲାଙ୍କ ମନ୍ଦିର ପ୍ରତିଷ୍ଠା ପାଇଁ ଶ୍ରୀମନ୍ଦିରକୁ ଆସିଲା ନିମନ୍ତ୍ରଣ ପତ୍ର । ଆସନ୍ତା 22 ତାରିଖରେ ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ପାଇଁ ଦିଆଯାଇଛି ନିମନ୍ତ୍ରଣ । ସେହିଦିନ ଘରେ...
ଓଡିଶା

ଡିସେମ୍ବର ୩୧ରେ ୧୧ଟାରେ ଶ୍ରୀମନ୍ଦିର ପହୁଡ, ନୂଆବର୍ଷରେ ରାତି ୧ରୁ ମହାପ୍ରଭୁ ଦର୍ଶନ

mahabharatanews
ପୁରୀ : ନୂଆବର୍ଷରେ ରାତି ଗୋଟାଏରୁ ଶ୍ରୀମନ୍ଦିରରେ ହେବ ଦର୍ଶନ । ଡିସେମ୍ବର ୩୧ ରାତି ୧୧ଟା ରେ ପଡିବ ପହଡ । ନୂଆବର୍ଷରେ ଶ୍ରୀକ୍ଷେତ୍ରରେ ପୂରୀରେ ଲକ୍ଷାଧିକ ଭକ୍ତ , ଶ୍ରଦ୍ଧାଳୁ ଓ...
ଓଡିଶା

ଶ୍ରୀମନ୍ଦିର ପାଇଁ ସ୍ବତନ୍ତ୍ର ବାଟାଲିୟନ୍

mahabharatanews
(ପୁରୀ) : ଶ୍ରୀମନ୍ଦିର ପାଇଁ ସ୍ବତନ୍ତ୍ର ବାଟାଲିୟନ୍ । ଶ୍ରୀମନ୍ଦିର ସୁରକ୍ଷା ପାଇଁ ସ୍ବତନ୍ତ୍ର ବାଟାଲିୟନ ଗଠନ ହେବ । ଏହି ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି । ବାଟାଲିୟନରେ ୧୧୯୦ ଜଣ ସୁରକ୍ଷାକର୍ମୀ...
ଓଡିଶା

ବ୍ୟାରିକେଡ୍ ଭାଙ୍ଗିଲେ ଶ୍ରଦ୍ଧାଳୁ

mahabharatanews
(ପୁରୀ) : ବଡ଼ ଦିନରେ ଶ୍ରୀମନ୍ଦିରରେ ନାହିଁ ନଥିବା ଭିଡ଼ । ଶ୍ରୀଜିଉଙ୍କୁ ଦର୍ଶନ ପାଇଁ ବ୍ୟାରିକେଡ୍ ଭାଙ୍ଗି ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିବା ପାଇଁ ଉଦ୍ୟମ କରିଛନ୍ତି ଶ୍ରଦ୍ଧାଳୁ । ଆଜି ଡିସେମ୍ବର...
ଓଡିଶା

ବାଲୁକା କଳାରେ ବୃହତ୍‌ ସାନ୍ତାକ୍ଲଜ

mahabharatanews
(ପୁରୀ) : ଆଜି ବଡ଼ଦିନ ଦୁଇ ଟନ୍‌ ପିଆଜ ଓ ବାଲୁକା ରାଶିରେ ନିର୍ମିତ ହୋଇଛି ବୃହତ୍‌ ସାନ୍ତାକ୍ଲଜ ବାଲୁକା କଳା। ବ୍ଲୁ ଫ୍ଲାଗ ବିଚ୍‌ରେ ୧୦୦ ଫୁଟ ଲମ୍ବ, ୨୦ ଫୁଟ ଉଚ୍ଚ...
ଓଡିଶା

ଭିତର କାଠରେ ରକ୍ତ ଛିଟା, ଘଣ୍ଟାଏ କାଳ ଦର୍ଶନ ବନ୍ଦ

mahabharatanews
(ପୁରୀ) : ଶ୍ରୀମନ୍ଦିର ଭିତର କାଠରେ ରକ୍ତ ଛିଟା । ଏହା ପରେ ଶ୍ରୀଜିଉଙ୍କର ଚାଲିଛି ମହାସ୍ନାନ । ଭିତର କାଠ ନିକଟରେ ରକ୍ତ ଛିଟା ଲାଗିଥିବାରୁ ଏହି ମହାସ୍ନାନ କରାଯାଉଛି । ଫଳରେ...
ଓଡିଶା

 ପରିକ୍ରମା ପ୍ରକଳ୍ପ: ଆଜି ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ନିମନ୍ତ୍ରଣ 

mahabharatanews
(ପୁରୀ) : ଆସନ୍ତା ଜାନୁଆରୀ ୧୭ରେ ଶ୍ରୀକ୍ଷେତ୍ର ପୁରୀରେ ଚାଲିଥିବା ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ହେବ । ଚତୁର୍ଦ୍ଧାମୂର୍ତ୍ତିଙ୍କୁ ନିମନ୍ତ୍ରଣ ଦିଆଯିବା ପରେ ଆଜି ଜଗତଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀ ମହାରାଜଙ୍କୁ ନିମନ୍ତ୍ରଣ କରାଯିବ ।...