ଓଡିଶାଆଜି ମହାପ୍ରଭୁଙ୍କ ସୁନାବେଶmahabharatanewsJuly 25, 2026 by mahabharatanewsJuly 25, 2026075 ଆଜି ମହାପ୍ରଭୁଙ୍କ ସୁନାବେଶ । ଆଷାଢ଼ ଶୁକ୍ଳ ଏକାଦଶୀ ତିଥି ତିନି ରଥରେ ମହାପ୍ରଭୁଙ୍କ ଅନନ୍ୟ ସୁନାବେଶ ବା ରାଜରାଜେଶ୍ୱର ବେଶ ଅନୁଷ୍ଠିତ ହେବ। ରଥାରୂଢ଼ ଚତୁର୍ଦ୍ଧାବିଗ୍ରହ ମହଣ ମହଣ ସୁନାରେ ସଜେଇ ହେବେ।...
ଓଡିଶାଆଜି ସନ୍ଧ୍ୟା 6ଟା ପର୍ଯ୍ୟନ୍ତ ପ୍ରଭୁ ଜଗନ୍ନାଥଙ୍କ ଅନ୍ତିମ ସନ୍ଧ୍ୟା ଦର୍ଶନmahabharatanewsJuly 23, 2026 by mahabharatanewsJuly 23, 2026046 ଆଜି ନବମୀ ତିଥିରେ ସନ୍ଧ୍ୟା ଦର୍ଶନ କରିବେ ଭକ୍ତ । ଏଥିପାଇଁ ଶ୍ରୀକ୍ଷେତ୍ରରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି । ଶ୍ରୀମନ୍ଦିର ପ୍ରଶାସନର ନିଷ୍ପତ୍ତି ଆଧାରରେ ଆଜି ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଆଡପ ମଣ୍ଡପରେ...
ଓଡିଶାପ୍ରଥମେ ତାଳଧ୍ୱଜ ପରେ ନନ୍ଦିଘୋଷ ରଥର ଦକ୍ଷିଣମୋଡ଼mahabharatanewsJuly 22, 2026 by mahabharatanewsJuly 22, 2026039 ପ୍ରଥମେ ମା’ ସୁଭଦ୍ରାଙ୍କ ଦେବଦଳନ ରଥ, ପରେ ବଡ଼ଠାକୁର ବଳଭଦ୍ରଙ୍କ ତାଳଧ୍ୱଜ ରଥ ଏବଂ ଶେଷରେ ମହାପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଗୁଣ୍ଡିଚା ମନ୍ଦିର ସମ୍ମୁଖରୁ ଟଣାଯାଇ ଶରଧାବାଲିରେ ନାକଚଣା ଦ୍ୱାର ନିକଟରେ ଦକ୍ଷିଣମୋଡ଼...
ଓଡିଶାଶରଧାବାଲି ଅଭିମୁଖେ ମହାପ୍ରଭୁmahabharatanewsJuly 17, 2026 by mahabharatanewsJuly 17, 2026041 ଲକ୍ଷ ଲକ୍ଷ ଭକ୍ତଙ୍କ ହାତରେ ଦଉଡ଼ି, ଆଗକୁ ବଢ଼ୁଛି ମହାପ୍ରଭୁଙ୍କ ରଥ । ତାଳଧ୍ୱଜ ରଥ ଗଡ଼ିବା ସହ ଭକ୍ତଙ୍କ ଆଖିରେ ଭରିଯାଇଛି ଆନନ୍ଦ ଓ ଆଧ୍ୟାତ୍ମିକ ଉଲ୍ଲାସ । ଗଡ଼ିଲା ତାଳଧ୍ୱଜ ରଥ...
ଓଡିଶାଜଗନ୍ନାଥଙ୍କ ପହଣ୍ଡି ବିଜେmahabharatanewsJuly 16, 2026 by mahabharatanewsJuly 16, 2026042 ବର୍ଷା ସତ୍ୱେ କାଳିଆ ଭାବରେ ବନ୍ଧା ଭକ୍ତ । ପ୍ରଥମେ ଚକ୍ରରାଜ ସୁଦର୍ଶନଙ୍କୁ ମା ସୁଭଦ୍ରାଙ୍କ ‘ଦେବଦଳନ’ ରଥରେ ସ୍ଥାପନା କରିବା ପରେ ବଡ଼ଠାକୁର ଶ୍ରୀ ବଳଦେବଙ୍କୁ ପହଣ୍ଡିରେ ରଥାରୁଢ଼ ପାଇଁ ଅଣାଯିବା ପରେ...
ଓଡିଶାଶୂନ୍ୟ ପହଣ୍ଡିରେ ଆସିଲେ ମା’ ସୁଭଦ୍ରାmahabharatanewsJuly 16, 2026 by mahabharatanewsJuly 16, 2026045 ଆଜି ପବିତ୍ର ଘୋଷଯାତ୍ରା। ରତ୍ନସିଂହାସନରୁ ଭାଇ ଭଉଣୀଙ୍କୁ ସାଙ୍ଗରେ ଧରି ନଅଦିନ ପର୍ଯ୍ୟନ୍ତ ଶ୍ରୀଗୁଣ୍ଡିଚା ଯାତ୍ରାରେ ବାହାରିଛନ୍ତି କାଳିଆ ଠାକୁର। ସେଥିପାଇଁ ଶ୍ରୀକ୍ଷେତ୍ରରେ ଲକ୍ଷ ଲକ୍ଷ ଭକ୍ତ ଉତ୍କଣ୍ଠାରେ ଚାହିଁ ରହିଛନ୍ତି। ଆଜି ସକାଳୁ...
ଓଡିଶାଜଗନ୍ନାଥ ପ୍ରେମୀ ଭକ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ରାଷ୍ଟ୍ରପତିmahabharatanewsJuly 16, 2026 by mahabharatanewsJuly 16, 2026039 ଆଜି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ପବିତ୍ର ରଥଯାତ୍ରା । ଭକ୍ତ ଓ ଭଗବାନଙ୍କର ମହାମିଳନର ପର୍ବ । ଏହି ଅବସରରେ ସମସ୍ତ ଦେଶବାସୀ, ଓଡ଼ିଶାବାସୀ ଏବଂ ବିଶ୍ୱବ୍ୟାପୀ ଜଗନ୍ନାଥ ପ୍ରେମୀ ଭକ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା...
ଓଡିଶାପ୍ରଭୁ ବଳଭଦ୍ରଙ୍କ ପହଣ୍ଡି ଆରମ୍ଭ ହୋଇଛିmahabharatanewsJuly 16, 2026 by mahabharatanewsJuly 16, 2026041 ଆଜି ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ଏନେଇ ପ୍ରଭୁ ବଳଭଦ୍ରଙ୍କ ପହଣ୍ଡି ଆରମ୍ଭ ହୋଇଛି। ତେବେ ନିର୍ଦ୍ଧାରିତ ସମୟର ଆରମ୍ଭ ହୋଇଯାଇଛି ପହଣ୍ଡି। ପ୍ରଥମେ ଚକ୍ରରାଜ ସୁଦର୍ଶନଙ୍କ ପହଣ୍ଡି ହୋଇଥିଲା। ପ୍ରଭୁ ସୁଦର୍ଶନ ରଥାରୂଢ଼ ହେବା ପରେ...
ଓଡିଶାରଥଯାତ୍ରା ପାଇଁ ସିଆଇଡି-କ୍ରାଇମବ୍ରାଞ୍ଚର ‘ସାଇବର ସାଥୀ’ ଅଭିଯାନmahabharatanewsJuly 13, 2026 by mahabharatanewsJuly 13, 2026038 ରଥଯାତ୍ରା ପାଇଁ ସିଆଇଡି-କ୍ରାଇମବ୍ରାଞ୍ଚର ‘ସାଇବର ସାଥୀ’ ଅଭିଯାନ. ୯ ଟି ଫେକ ହୋଟେଲ ୱେବପେଜ୍ ବନ୍ଦ, ୧୬ ଠକେଇ URL ବ୍ଲକ୍. ଫେକ ହୋଟେଲ ବୁକିଂରୁ ସତର୍କ ରହିବାକୁ ଭକ୍ତଙ୍କୁ ପୋଲିସର ପରାମର୍ଶ. ପୁରୀ...