ବିଶ୍ୱରୁଷ-ୟୁକ୍ରେନ ଯୁଦ୍ଧ ଭିତରେ ଘନିଭୂତ ହେଉଛି ପରମାଣୁ ଆକ୍ରମଣ ଭୟmahabharatanewsOctober 12, 2022 by mahabharatanewsOctober 12, 20220193 ରିପୋଟର୍ସ ଟୁଡେ ବ୍ୟୁରୋ: ରୁଷ-ୟୁକ୍ରେନ ଯୁଦ୍ଧ କିଛି ଦିନ ବନ୍ଦ ହୋଇ ରହିଥିଲା । କିନ୍ତୁ ବର୍ତ୍ତମାନ ଏହା ଭୟଙ୍କର ରୂପ ଧାରଣ କରୁଛି । ରୁଷ ପକ୍ଷରୁ ୟୁକ୍ରେନ ସହର ଗୁଡିକ ଉପରେ...
ବିଶ୍ୱପ୍ରତିଶୋଧ ନେଲା ରୁଷmahabharatanewsOctober 10, 2022 by mahabharatanewsOctober 10, 20220194 ରିପୋଟର୍ସ ଟୁଡେ ବ୍ୟୁରୋ : ୟୁକ୍ରେନ ରାଜଧାନୀ କିଭ୍ ଉପରେ ହୋଇଛି ରକେଟ ଆକ୍ରମଣ । ସେଠାରେ ଏକାଧିକ ବିସ୍ଫୋରଣ ହୋଇଛି । ରୁଷ ଆଜି ସକାଳୁ ସକାଳୁ ଏହି ଆକ୍ରମଣ କରିଥିଲା କିଭ...
ବିଶ୍ୱଧ୍ୱଂସ ହେଲା ୟୁକ୍ରେନ ସାମରିକ କନଭେନmahabharatanewsApril 10, 2022 by mahabharatanewsApril 10, 20220349 ଓଡେ଼ଶା : ରୁଷର ପ୍ରତିରକ୍ଷା ମନ୍ତ୍ରଣାଳୟର ସୂତ୍ରରୁ ପ୍ରକାଶ ଯେ, ରୁଷର ଆକ୍ରମଣ ହେଲିକପ୍ଟରଗୁଡ଼ିକ ୟୁକ୍ରେନର ସଶସ୍ତ୍ର ଯାନ ଏବଂ ବିମାନ ବିରୋଧୀ ଯୁଦ୍ଧର ଏକ କନଭେନକୁ ନଷ୍ଟ କରିଦେଇଛି। ମନ୍ତ୍ରଣାଳୟର ଏକ ବିବୃତ୍ତିରେ କୁହାଯାଇଛି...
ବିଶ୍ୱଭାରତଭାରତକୁ ନେଇ ଆମେରିକାର ମନ୍ତବ୍ୟmahabharatanewsApril 3, 2022April 4, 2022 by mahabharatanewsApril 3, 2022April 4, 20220333 ଦିଲ୍ଲୀ : ଋଷ ଆଉ ୟୁକ୍ରେନର ଯୁଦ୍ଧ ପୁରା ବିଶ୍ୱକୁ ଦୋହଲାଇ ଦେଇଛି । ଏହି ସମୟରେ ଆମେରିକା ଏମିତି କିଛି ମନ୍ତବ୍ୟ ଦେଇଛି ଯାହାକୁ ଜାଣି ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ଦୁଇ...
ବିଶ୍ୱ ଅସ୍ତ୍ର ଛାଡ ଆମେ ସୁରକ୍ଷା ଦେବୁ!mahabharatanewsMarch 21, 2022March 21, 2022 by mahabharatanewsMarch 21, 2022March 21, 20220319 ଓଡେଶା : ଋଷ–ୟୁକ୍ରେନ ଯୁଦ୍ଧକୁ ୨୬ ଦିନ ହୋଇଗଲାଣି । ତଥାପି କୌଣସି ସିଦ୍ଧାନ୍ତରେ ପହଞ୍ଚି ପାରିନି ଏହି ଯୁଦ୍ଦ । ଯୁଦ୍ଧର ପ୍ରକୋପ କମିବା ବଦଳେ ତୀବ୍ରତର ହେବାରେ ଲାଗିଛି । ସେନା...
ବିଶ୍ୱଭାରତଭାରତକୁ ରିହାତି ମୂଲ୍ୟରେ ଅଶୋଧିତ ତୈଳ ଯୋଗାଇବ ଋଷିଆ !mahabharatanewsMarch 18, 2022March 18, 2022 by mahabharatanewsMarch 18, 2022March 18, 20220385 ନୂଆଦିଲ୍ଲୀ: ଋଷ-ୟୁକ୍ରେନ ଯୁଦ୍ଧକୁ ୨୩ ଦିନ ପୁରିଥିବା ସମୟରେ ସାମ୍ନାକୁ ଆସିଛି ଏକ ବଡ଼ ଖବର। ୟୁକ୍ରେନ ଉପରେ ଆକ୍ରମଣ କାରଣରୁ ୟୁରୋପୀୟ ଦେଶ ଗୁଡିକ ଋଷିଆ ଉପରେ କଡା କଟକଣା ଜାରି କରିଛନ୍ତି...