ଭାରତଥାନାଧିକାରୀଙ୍କ ଟେବୁଲରେ ବସି ମଦ ପିଇବା ପଡ଼ିଲା ମହଙ୍ଗା : ବ୍ୟକ୍ତି ଜଣକ ଗିରଫ, ଆଇଆଇସି ନିଲମ୍ବିତmahabharatanewsMay 12, 2023 by mahabharatanewsMay 12, 20230132 ସାହାରଣପୁର : ଉତ୍ତରପ୍ରଦେଶର ଏକ ଘଟଣା ଏବେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି । ନିଶାସକ୍ତ ଅବସ୍ଥାରେ ଜଣେ ବ୍ୟକ୍ତି ଥାନାରେ ପଶି ଥାନାଧିକାରୀଙ୍କ ଟେବୁଲରେ ବସି ମଦ ପିଉଛନ୍ତି । ଏହି ଘଟଣାଟି...