ଭାରତଏନ୍ଡିଟିଭି ଛାଡ଼ିଲେ ବରିଷ୍ଠ ସାମ୍ବାଦିକ ରବିଶ କୁମାରmahabharatanewsDecember 1, 2022 by mahabharatanewsDecember 1, 20220135 ନୂଆଦିଲ୍ଲୀ : ଏନଡିଟିଭିରୁ ଇସ୍ତଫା ଦେଇଛନ୍ତି ବରିଷ୍ଠ ସାମ୍ବାଦିକ ରବିଶ କୁମାର। ଏନଡିଟିଭିର ପ୍ରତିଷ୍ଠାତା ପ୍ରଣୟ ରୟ ଓ ରାଧୀକା ରୟ ଇସ୍ତଫା ଦେବାର ଗୋଟିଏ ଦିନ ପରେ ରବୀଶ କୁମାର ଇସ୍ତଫା ଦେଇଛନ୍ତି ।...