ଅପରାଧଓଡିଶାଟଙ୍କା, ମୋବାଇଲ ଓ କାର ଜବତ କରିବା ସହ , ୩ ଲୁଟେରାଙ୍କୁ ଧରିଲେ ଆଇଆଇସିmahabharatanewsMay 10, 2022 by mahabharatanewsMay 10, 20220255 ସୁବର୍ଣ୍ଣପୁର: ପୋଲିସକୁ ମିଳିଛି ବଡ ସଫଳତା । ଚୋରି ହୋଇଥିବା ଟଙ୍କା, ମୋବାଇଲ ଓ କାର ଜବତ କରିବା ସହ ତିନି ଜଣକୁ ଗିରଫ କରିଛି ସୁବର୍ଣ୍ଣପୁର ପୋଲିସ । ଏଥିରେ ଆଉ ଜଣେ...
ଓଡିଶାଖଇରମାଳ ବ୍ୟାରେଜ ନିର୍ମାଣ ଦାବି ନେଇ ପୁଣି ଉଠିଲା ସ୍ୱରmahabharatanewsApril 20, 2022 by mahabharatanewsApril 20, 20220144 ସୋନପୁର: ସୁବର୍ଣ୍ଣପୁର ଜିଲ୍ଲାରେ ଏବେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ଦେଶର ସର୍ବୋଚ୍ଚ ତାପମାତ୍ରା ଏଠାରେ ରେକର୍ଡ କରାଯାଇଛି । ଏହା ଜଣାପଡ଼ିବା ପରେ ଜିଲ୍ଲାର ଲୋକଙ୍କ ମନରେ ଏକ ଅଜଣା ଭୟ ଖେଳି ଯାଇଛି...
ଓଡିଶାବିରାମହାରାଜପୁର ନିର୍ବାଚନ ମଣ୍ଡଳୀର ହନୁମାନ ମନ୍ଦିର ପୂଜାmahabharatanewsApril 14, 2022 by mahabharatanewsApril 14, 20220292 ସୋନପୁର: ଆଜି ବିରାମହାରାଜପୁର ନିର୍ବାଚନ ମଣ୍ଡଳୀର ଉଲୁଣ୍ଡା ବ୍ଲକର, ତିକୁଡ଼ା ଗ୍ରାମରୁ ହନୁମାନ ମନ୍ଦିରରୁ ପୂଜାର୍ଚ୍ଚନା କରି ସକାଳ ୯ ରେ ଆରମ୍ଭ ହୋଇ ତିକୁଡ଼ା, ପଣ୍ଡାପାଲି ଓ ଘମଡିଆପାଲି ଆଦି ଗ୍ରାମକୁ ଯାତ୍ରା...