ରାସ୍ତା, ବାଇପାସ୍ ପ୍ରକଳ୍ପ ପରିଦର୍ଶନ କଲେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ୍
ବୁଧବାର ଧାମନଗର ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ୍ ଗସ୍ତ କାର୍ଯ୍ୟକ୍ରମରେ ପୂର୍ତ୍ତ ବିଭାଗର ବିଭିନ୍ନ ରାସ୍ତା ଓ ବାଇପାସ୍ ପ୍ରକଳ୍ପର ସମୀକ୍ଷା କରିଥିଲେ ଚିଫ୍ ଇଞ୍ଜିନିୟର ଧ୍ୟାନଚାନ୍ଦ ନାୟକ, ଇଞ୍ଜିନିୟର ଦେବୀପ୍ରସନ୍ନ ଘୋଷ ଓ...
