ଓଡିଶାମହିଧରପୁର ଛକ ଠାରେ ଦ୍ରୁତଗାମୀ କାର ଧକ୍କାରେ ମହିଳା ମୃତmahabharatanewsJune 19, 2023 by mahabharatanewsJune 19, 20230140 ଅନୁଗୁଳ/ସୁଧାକର ସାହୁ: କର ଧକ୍କାରେ ମହିଳା ମୃତ | ରବି ବାର ସନ୍ଧ୍ୟା ପ୍ରାୟ ୬ଟା ବେଳେ ବନ୍ତଳା ପାଖରୁ ଏକ ଦ୍ରୁତଗାମୀ କାର ଯାହାର ନମ୍ବର OD 02BT4761 ଆସୁଥିବାବେଳେ ଭାରସାମ୍ୟ ହରାଇ...
ଓଡିଶାଅନ୍ଧାରରେ ଦୀର୍ଘ ୯ ମିନିଟ ପର୍ଯ୍ୟନ୍ତ ଭାଷଣ ଦେଲେ ମହାମହିମ ରାଷ୍ଟ୍ରପତିmahabharatanewsMay 6, 2023 by mahabharatanewsMay 6, 20230134 ବ୍ୟୁରୋ : ରାଷ୍ଟ୍ରପତି ଭାଷଣ ଦେଲା ବେଳେ ଚାଲିଗଲା ବିଦ୍ୟୁତ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଭାଷଣ ଦେଲା ବେଳେ ଏଭଳି ପରିସ୍ଥିତି ଉପୁଜିଛି । ଫଳରେ MSCBU ସମାବର୍ତ୍ତନ ଉତ୍ସବରେ ଅନ୍ଧାରରେ ଭାଷଣ...
ଓଡିଶାରାଜନୀତିଝାରସୁଗୁଡ଼ା ଉପନିର୍ବାଚନ ମଇଦାନରେ ଲଢ଼ିବେ ୯ ଜଣ ପ୍ରାର୍ଥୀmahabharatanewsApril 24, 2023 by mahabharatanewsApril 24, 20230157 ଭୁବନେଶ୍ୱର: ଝାରସୁଗୁଡ଼ା ଉପନିର୍ବାଚନ ମଇଦାନରେ ଲଢ଼ିବେ ୯ ଜଣ ପ୍ରାର୍ଥୀ | ତେବେ ଉପନିର୍ବାଚନ ପାଇଁ ସମୁଦାୟ ୧୦ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିଲେ । ଆଜି ଥିଲା ପ୍ରାର୍ଥୀପତ୍ର ପ୍ରତ୍ୟାହାର...
ଓଡିଶା୫ଟି ସଚିବଙ୍କୁ ଭେଟି ନିଜ ଦୁଃଖ ଜଣାଇଲେ ବୃଦ୍ଧ ଦମ୍ପତ୍ତିmahabharatanewsApril 17, 2023 by mahabharatanewsApril 17, 20230154 ୫ଟି ସଚିବଙ୍କୁ ଭେଟି ନିଜ ଦୁଃଖ ଜଣାଇଲେ ବୃଦ୍ଧ ଦମ୍ପତ୍ତି । ୫ଟି ସଚିବ ଭିକେ ପାଣ୍ଡିଆନ ପୁରି ଗସ୍ତରେ ଥିବା ବେଳେ ଦେଖିବାକୁ ମିଳିଥିଲା ଏଭଳି ଦୃଶ୍ୟ । ତେବେ ଏହି ଦମ୍ପତ୍ତି...
ଓଡିଶାପ୍ରବାଦ ପୁରୁଷଙ୍କ ଇହଲୀଳା ତ୍ୟାଗକୁ ପୁରିଛି ୨୬ ବର୍ଷmahabharatanewsApril 17, 2023 by mahabharatanewsApril 17, 20230135 ଭୁବନେଶ୍ୱର: ଆଜି ହେଉଛି ବିଜୁ ବାବୁଙ୍କ ୨୬ତମ ଶ୍ରାଦ୍ଧ ଦିବସ । ବିଜୁ ବାବୁ ହେଉଛନ୍ତି ସେବା, ତ୍ୟାଗ ଓ ସ୍ୱାଭିମାନର ପ୍ରତିକ । ଆଉ ଆଜି ସେହି ପ୍ରବାଦ ପୁରୁଷଙ୍କ ଇହଲୀଳା ତ୍ୟାଗକୁ...
ମନୋରଞ୍ଜନମିସ୍ ଟିନ୍ ଡିଭା ୨୦୨୨ ମୁକୁଟ ହାତେଇଛନ୍ତି କୀଟ ୟୁନିଭର୍ସିଟିର ଛାତ୍ରୀ ତ୍ରିଶ୍ନା ରାୟmahabharatanewsApril 15, 2023 by mahabharatanewsApril 15, 20230157 ଭୁବନେଶ୍ୱର : କୀଟ ୟୁନିଭର୍ସିଟିର ଛାତ୍ରୀ ହେଲେ ମିସ୍ ଟିନ୍ ଡିଭା | ମିସ୍ ଟିନ୍ ଡିଭା ୨୦୨୨ ମୁକୁଟ ହାତେଇଛନ୍ତି ତ୍ରିଶ୍ନା ରାୟ । ତେବେ ତ୍ରିଶ୍ନା ହେଉଛନ୍ତି ଫ୍ୟାଶନ୍ ଟେକ୍ନୋଲୋଜି କିଟ୍...
ଓଡିଶାବିଶେଷବଦଳିଛି ସହର, ବଦଳିଛି ପରିବେଶ । ୭୫ ବର୍ଷରେ ପାଦ ଥାପିଛି ଏକାମ୍ରକ୍ଷେତ୍ର ।mahabharatanewsApril 13, 2023 by mahabharatanewsApril 13, 20230169 ଆଜି ରାଜଧାନୀ ଭୁବନେଶ୍ୱରର ପ୍ରତିଷ୍ଠା ଦିବସ । ୭୫ ବର୍ଷରେ ପାଦ ଥାପିଛି ଏକାମ୍ରକ୍ଷେତ୍ର । ଟେମ୍ପଲ ସିଟିରୁ ସ୍ମାର୍ଟ ସିଟିର ଏ ଲମ୍ବା ଯାତ୍ରା ଭିତରେ ବଢିଛି ସହରର କାୟା । ଆଉ...
ଓଡିଶାଦେଶର ୧୩ ଜଣ ମୁଖ୍ୟମନ୍ତ୍ରୀଙ୍କ ନାଁରେ ରହିଛି ଅପରାଧିକ ମାମଲାmahabharatanewsApril 12, 2023 by mahabharatanewsApril 12, 20230174 ନୂଆଦିଲ୍ଲୀ : ଦେଶରେ କେଉଁ ମୁଖ୍ୟମନ୍ତ୍ରୀଙ୍କ ନାଁରେ ରହିଛି କେତେ ଅପରାଧିକ ମାମଲା? ଅପରାଧିକ ମାମଲାରେ ସବୁଠୁ ଆଗରେ ରହିଛନ୍ତି କେଉଁ ରାଜ୍ୟର ମୁଖ୍ୟମନ୍ତ୍ରୀ? ଏଥିସହ ଦେଶର କେଉଁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଅଛି...
ଓଡିଶାଜାତୀୟ ପଞ୍ଚାୟତ ପୁରସ୍କାର ୨୦୨୩ରେ ଗଞ୍ଜାମ ଜିଲ୍ଲା ତଥା ହିଞ୍ଜିଳି ବ୍ଲକକୁ ଶ୍ରେଷ୍ଠ ପୁରସ୍କାରmahabharatanewsApril 8, 2023 by mahabharatanewsApril 8, 20230204 ଭୁବନେଶ୍ୱର: ଜାତୀୟ ପଞ୍ଚାୟତ ପୁରସ୍କାର ୨୦୨୩ରେ ଓଡ଼ିଶା ଉଲ୍ଲେଖନୀୟ ସଫଳତା ହାସଲ କରିଛି। ଗଞ୍ଜାମ ଦେଶର ‘ଶ୍ରେଷ୍ଠ ଜିଲ୍ଲା ପଞ୍ଚାୟତ’ ଓ ହିଞ୍ଜିଳିକାଟୁ ‘ଶ୍ରେଷ୍ଠ ବ୍ଲକ ପଞ୍ଚାୟତ’ ଘୋଷିତ ହୋଇଛି। ଅପ୍ରେଲ ୧୭ରେ ମାନ୍ୟବର...
ଓଡିଶାଅନାଥ ଶିଶୁକନ୍ୟା ସାଇ ମିନାକ୍ଷୀଙ୍କୁ ମିଳିଲା ନୂଆ ପରିଚୟmahabharatanewsApril 7, 2023 by mahabharatanewsApril 7, 20230141 କଟକ : କାଲିଯାଏ ପରିଚୟ ନଥିଲା | ଆଜି ମିଳିଲା ନୂଆ ପରିଚୟ । ଅନାଥ ଶିଶୁକନ୍ୟା ସାଇ ମିନାକ୍ଷୀଙ୍କୁ ମିଳିଗଲେ ନୂଆ ବାପା ମା | ଏବେ ସେ ତାଙ୍କ ସହ ହସିବ...