ଓଡିଶାଚର୍ଚ୍ଚାରେ ନବୀନଙ୍କୁ ସାଷ୍ଟାଙ୍ଗ ପ୍ରଣିପାତ କରୁଥିବା ଅଭିନେତା ରଣବୀର ସିଂହmahabharatanewsJanuary 12, 2023 by mahabharatanewsJanuary 12, 20230192 କଟକ : ବଲିଉଡର ପ୍ରଖ୍ୟାତ ଅଭିନେତା ରଣବୀର ସିଂହ ନବୀନ ପଟ୍ଟନାୟକଙ୍କୁ ପୁରା ସାଷ୍ଟାଙ୍ଗ ପ୍ରଣିପାତ କରୁଛନ୍ତି। ଏହି ଫଟୋ ବର୍ତ୍ତମାନ ବେଶ ଚର୍ଚ୍ଚାରେ ରହିଛି। ବାରବାଟୀରେ ହେଉଥିବା ହକି ବିଶ୍ବକପ ଉଦଘାଟନୀ ସମାରୋହ...
ଓଡିଶାବିବାହର ପ୍ରତିଶ୍ରୁତି ଦେଇ ପ୍ରାପ୍ତ ବୟସ୍କ ମହିଳାଙ୍କ ସହିତ ଶାରୀରିକ ସଂପର୍କ ରଖିବା ଦୁଷ୍କର୍ମ ନୁହେଁmahabharatanewsJanuary 8, 2023 by mahabharatanewsJanuary 8, 20230113 କଟକ: ଓଡିଶା ହାଇକୋର୍ଟଙ୍କ ଗୁରୁତ୍ୱ ପୂର୍ଣ୍ଣ ରାୟ। ବିବାହର ପ୍ରତିଶ୍ରୁତି ଦେଇ ପ୍ରାପ୍ତ ବୟସ୍କ ମହିଳାଙ୍କ ସହିତ ଶାରୀରିକ ସଂପର୍କ ରଖିବା ଦୁଷ୍କର୍ମ ନୁହେଁ। ସହମତିରେ ପ୍ରାପ୍ତ ବୟସ୍କା ମହିଳାଙ୍କ ସହ ଶାରୀରିକ ସମ୍ପର୍କ ରଖିବା...
ଓଡିଶାବିନା ଛୁଟିରେ ବହୁ ବର୍ଷ ଧରି କାର୍ଯ୍ୟରେ ଅନୁପସ୍ଥିତ ରହୁଥିବା ୨୪ ଶିକ୍ଷକଙ୍କୁ ନବରଙ୍ଗପୁର ଜିଲ୍ଲାପାଳ ଚାକିରିରୁ ବିଦା କରିଛନ୍ତିmahabharatanewsJanuary 6, 2023 by mahabharatanewsJanuary 6, 20230151 ନବରଙ୍ଗପୁର: ବହିଷ୍କୃତ ହେଲେ ୨୪ ଶିକ୍ଷକ | ବିନା ଛୁଟିରେ ବହୁ ବର୍ଷ ଧରି କାର୍ଯ୍ୟରେ ଅନୁପସ୍ଥିତ ରହୁଥିବା ୨୪ ଶିକ୍ଷକଙ୍କୁ ନବରଙ୍ଗପୁର ଜିଲ୍ଲାପାଳ ଚାକିରିରୁ ବିଦା କରିଛନ୍ତି। ଅଭିଯୋଗ ଅନୁଯାୟୀ, ଏହି ଶିକ୍ଷକମାନେ...
ଓଡିଶାଆଜିଠାରୁ ରାଜ୍ୟରେ ବିଦ୍ଧିବଦ୍ଧ ଭାବେ କାର୍ଯ୍ୟକରିବ ଡିଲଏଟ କମ୍ପାନୀmahabharatanewsJanuary 6, 2023January 6, 2023 by mahabharatanewsJanuary 6, 2023January 6, 20230126 ଭୁବନେଶ୍ୱର : ଆଜିଠାରୁ ରାଜ୍ୟରେ ବିଦ୍ଧିବଦ୍ଧ ଭାବେ କାର୍ଯ୍ୟକରିବ ଡିଲଏଟ କମ୍ପାନୀ | ବିଶ୍ୱର ଏହି ପ୍ରମୁଖ ଆଇଟି କମ୍ପାନୀ ଭୁବନେଶ୍ୱରର ନୁଆ ଆଇସିଇଓମସି ବିଲଡିଂରେ ନିଜର ସାମର୍ଥ୍ୟ ବୃଦ୍ଧି କେନ୍ଦ୍ର ଖୋଲିବ |...
ଓଡିଶାମହିଳା ପୋଲିସକୁ ଦୁର୍ବୃତ୍ତଙ୍କ ଗୋଡେଇ ଗୋଡେଇ ଆକ୍ରମଣmahabharatanewsJanuary 4, 2023 by mahabharatanewsJanuary 4, 20230192 ଭୁବନେଶ୍ୱର : ଗୋଟିଏ ପଟେ କମିଶନରେଟ ପୋଲିସର ବୁକିଂ ଚେକିଂ ଜୋରଦାର | ଭୁବନେଶ୍ଵର ରାସ୍ତା ଉପରେ ମାଳ ମାଳ ପୋଲିସ | ଅନ୍ୟପଟେ ମହିଳା ପୋଲିସକୁ ଦୁର୍ବୃତ୍ତଙ୍କ ଗୋଡେଇ ଗୋଡେଇ ଆକ୍ରମଣ |...
ଓଡିଶାଆସନ୍ତାକାଲିଠୁ ଚିଲିକାରେ ହେବ ପକ୍ଷୀ ଗଣନା ; ୨୧ ଟି ଟିମ୍ ପକ୍ଷୀ ଗଣନା କରିବେmahabharatanewsJanuary 3, 2023 by mahabharatanewsJanuary 3, 20230154 ଖୋର୍ଦ୍ଧା: ଆସନ୍ତାକାଲିଠୁ ଚିଲିକାରେ ହେବ ପକ୍ଷୀ ଗଣନା । ମୋଟ ୨୧ ଟି ଟିମ୍ ପକ୍ଷୀ ଗଣନା କରିବେ । ପ୍ରତି ଟିମରେ ୭ ଜଣ ସଦସ୍ୟ ରହିବେ । ସକାଳ ୬ ଟାରୁ...
ଭାରତଫେବୃଆରୀ ୧ରେ ଉପସ୍ଥାପିତ ହେବ କେନ୍ଦ୍ର ବଜେଟmahabharatanewsJanuary 3, 2023 by mahabharatanewsJanuary 3, 20230163 ନୂଆଦିଲ୍ଲୀ: ଜାନୁଆରୀ ୩୧ରୁ ଆରମ୍ଭ ହେବ ସଂସଦର ବଜେଟ ଅଧିବେଶନ | ଜାନୁଆରୀ ୩୧ରୁ ଏପ୍ରିଲ ୬ ପର୍ଯ୍ୟନ୍ତ ବଜେଟ ଅଧିବେଶନ ଚାଲିବା ସମ୍ଭାବନା ରହିଛି। ଫେବୃଆରୀ ୧ରେ ଉପସ୍ଥାପିତ ହେବ କେନ୍ଦ୍ର ବଜେଟ।...
ଭାରତଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳରେ ଭୂକମ୍ପର ଝଟକାmahabharatanewsJanuary 1, 2023 by mahabharatanewsJanuary 1, 20230165 ନୂଆଦିଲ୍ଲୀ: ନୂଆବର୍ଷରେ ଭୂକମ୍ପ ଝଟ୍କା । ଥରିଲେ ଦିଲ୍ଲୀ ବାସିନ୍ଦା | ଲୋକମାନେ ନୂଆବର୍ଷ ସେଲିବ୍ରେସନରେ ମଜ୍ଜିଥିବା ବେଳେ ଲାଗିଲା ଲାଗିଲା ଭୂକମ୍ପର ଝଟକା । ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳରେ ଭୂକମ୍ପର...
ଖେଳ୮୨ ବର୍ଷ ବୟସରେ ଆରପାରିକୁ ଚାଲିଯାଇଛନ୍ତି ପେଲେmahabharatanewsDecember 30, 2022December 30, 2022 by mahabharatanewsDecember 30, 2022December 30, 20220145 ବ୍ରାଜିଲ : ଆଉନାହାନ୍ତି ଫୁଟବଲ ତାରକା ପେଲେ । ବ୍ରାଜିଲର କିମ୍ବଦନ୍ତି ଫୁଟବଲ ଖେଳାଳି ପେଲେ । ୮୨ ବର୍ଷ ବୟସରେ ଆରପାରିକୁ ଚାଲିଯାଇଛନ୍ତି ପେଲେ । ମହାନ ଫୁଟବଲ ଖେଳାଳି ଦୁଇ ବର୍ଷ...
ଓଡିଶାରାୟଗଡ଼ାରେ ୨ ରୁଷୀୟ ନାଗରିକଙ୍କ ମୃତ୍ୟୁ ଘଟଣା, ହୋଟେଲ ସିସିଟିଭିକୁ ଯାଞ୍ଚ କରୁଛି କ୍ରାଇମବ୍ରାଞ୍ଚmahabharatanewsDecember 28, 2022December 28, 2022 by mahabharatanewsDecember 28, 2022December 28, 20220164 ଭୁବନେଶ୍ୱର : ରାୟଗଡ଼ାରେ ରୁଷୀୟ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟଣାକୁ ନେଇ ଆକ୍ସନ୍ ମୋଡ଼ରେ କ୍ରାଇମବ୍ରାଞ୍ଚ । ଭୁବନେଶ୍ୱର କ୍ରାଇମବ୍ରାଞ୍ଚ ଅଫିସରେ ପହଞ୍ଚିଛନ୍ତି ଅନ୍ୟ ଦୁଇ ରୁଷୀୟ ନାଗରିକ । ଦୁଇ ନାଗରିକଙ୍କ ସହ ଗାଇଡ୍...