ଦେଶ ବିଦେଶଦୁଇଟି ବଡ଼ ଭୂକମ୍ପରେ ସଂପୂର୍ଣ୍ଣ ଦେଶ ଛାରଖାରmahabharatanewsJune 30, 2026 by mahabharatanewsJune 30, 2026042 ଆମେରିକା ଦ୍ୱାରା ନିର୍ବାସିତ ହୋଇଥିବା 100 ରୁ ଅଧିକ ଭେନେଜୁଏଲାକୁ ରହୁଥିବା ଏକ ହୋଟେଲ ସେହି ସନ୍ଧ୍ୟାରେ ହୋଇଥିବା ଭୟଙ୍କର ଭୂମିକମ୍ପରେ ଭୁଶୁଡ଼ି ପଡ଼ିବା ପରେ ସମ୍ପର୍କୀୟମାନେ ସେମାନଙ୍କ ପ୍ରିୟଜନଙ୍କୁ ଖୋଜିବାରେ ଲାଗିପଡ଼ିଛନ୍ତି। ଭେନେଜୁଏଲା...
Uncategorizedସକାଳୁ ସକାଳୁ ପାକିସ୍ତାନ ଲୋକଙ୍କୁ ଭୂକମ୍ପର ଝଟକା ।mahabharatanewsJune 27, 2026 by mahabharatanewsJune 27, 2026053 ଲଗାତାର କିଛିଦନି ଧରି ବିଶ୍ବର କୋଣ ଅନୁକୋଣରେ ଭୂକମ୍ପର ପରିସ୍ଥିତି ଦେଖିବାକୁ ମିଳୁଛି । ନିକଟରେ ଉତ୍ତର ଭେନେଜୁଏଲାରେ ଏହାର ଭୟାବହ ରୂପ ଦେଖିବାକୁ ମିଳିଥିଲା ଯେଉଁଥିରେ ଅନେକଙ୍କ ଘର ଦ୍ବାର ଭାଙ୍ଗି ଯାଇଥିବାବେଳେ...
ଭାରତଦିଲ୍ଲୀ ଏନସିଆରରେ ଭୂକମ୍ପ ଝଟକାmahabharatanewsJanuary 11, 2024January 11, 2024 by mahabharatanewsJanuary 11, 2024January 11, 20240148 ନୂଆ ଦିଲ୍ଲୀ: ଦିଲ୍ଲୀ- ଏନସିଆର , ହରିୟାଣା ଏବଂ ପଞ୍ଜାବରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଜମ୍ମୁ କାଶ୍ମୀର ପୁଞ୍ଚରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିବା କୁହାଯାଉଛି । ଆଜି ଅପରାହ୍ନ ୨.୫୦ମିନିଟ...
ବିଶ୍ୱଇଣ୍ଡୋନେସିଆରେ ଭୂକମ୍ପର ଝଟକା , ସୁନାମି ଚେତାବନିmahabharatanewsApril 25, 2023April 25, 2023 by mahabharatanewsApril 25, 2023April 25, 20230228 ଥରିଲା ଇଣ୍ଡୋନେସିଆ । ପଶ୍ଚିମ ସୁମାତ୍ରା ଦ୍ୱୀପର ରାଜଧାନୀରେ ଭୂକମ୍ପର ଝଟକା ଅନୁଭୂତ ହୋଇଛି । ଯାହାର ତିବ୍ରତା ରିକ୍ଟର ସ୍କେଲରେ ୭.୩ ରହିଥିବା ଇଣ୍ଡୋନେସିଆ ଜିଓଫିଜିକ୍ସ ଏଜେନ୍ସି ସୂଚନା ଦେଇଛି । ଏହି...
ଭାରତଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳରେ ଭୂକମ୍ପର ଝଟକାmahabharatanewsJanuary 1, 2023 by mahabharatanewsJanuary 1, 20230206 ନୂଆଦିଲ୍ଲୀ: ନୂଆବର୍ଷରେ ଭୂକମ୍ପ ଝଟ୍କା । ଥରିଲେ ଦିଲ୍ଲୀ ବାସିନ୍ଦା | ଲୋକମାନେ ନୂଆବର୍ଷ ସେଲିବ୍ରେସନରେ ମଜ୍ଜିଥିବା ବେଳେ ଲାଗିଲା ଲାଗିଲା ଭୂକମ୍ପର ଝଟକା । ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳରେ ଭୂକମ୍ପର...
ଭାରତମହାରାଷ୍ଟ୍ରରରେ ଭୂକମ୍ପର ଝଟକାmahabharatanewsNovember 23, 2022 by mahabharatanewsNovember 23, 20220355 ମୁମ୍ବାଇ: ଚାରି ୟଆଡେ ଭୂକମ୍ପର ଝଟକା । ମହାରାଷ୍ଟ୍ରର ନାସିକା ଅଞ୍ଚଳ ଭୁକମ୍ପରେ ଦୋହଲିଲା । ଆଜି ପାହାନ୍ତାରୁ ଭୁକମ୍ପର ଝଟକା ଅନୂଭୁତ ହୋଇଛି । ଏହାର ତିବ୍ରତା ରିକ୍ଟର ସ୍କେଲରେ ରେକର୍ଡ ୩.୬...
ଭାରତଭୂମିକମ୍ପରେ ଥରିଲା ଅରୁଣାଚଳ ପ୍ରଦେଶmahabharatanewsApril 15, 2022 by mahabharatanewsApril 15, 20220285 (ଦିଲ୍ଲୀ) : ଭୂମିକମ୍ପରେ ଥରିଲା ଅରୁଣାଚଳ ପ୍ରଦେଶ। ଆଜି ସକାଳ ୬ଟା ୫୬ ମିନିଟ୍ ସମୟରେ ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୩ ମ୍ୟାଗ୍ନିଚ୍ୟୁଡ୍ ରେକର୍ଡ କରାଯାଇଛି। ତେବେ ଭୂମିକମ୍ପ କାରଣରୁ କୌଣସି କ୍ଷୟକ୍ଷତି...
ଓଡିଶାନବରଙ୍ଗପୁର ଓ କଳାହାଣ୍ଡି ଜିଲ୍ଲାରେ ଭୂକମ୍ପ ଝଟକାmahabharatanewsMarch 3, 2022 by mahabharatanewsMarch 3, 20220216 ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାରେ ମୃଦୁ ଭୁମିକମ୍ପ ଅନୁଭୂତ ହୋଇଛି। ନବରଙ୍ଗପୁର ଜିଲ୍ଲା ସ୍ଥିତ ଝରିଗାଁ ଓ ଚନ୍ଦାହାଣ୍ଡି ଏବଂ କଳାହାଣ୍ଡି ଜିଲ୍ଲାର କେତେକ ଅଞ୍ଚଳରେ ମୃଦୁ ଭୁମିକମ୍ପ ଅନୁଭୂତ ହୋଇଛି। ଭୂମିକମ୍ପର ତୀବ୍ରତା ରିକ୍ଟର...