ଓଡିଶା୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂmahabharatanewsJuly 16, 2022 by mahabharatanewsJuly 16, 20220202 ଭବନେଶ୍ୱର : ଉପକୂଳ ଓଡ଼ିଶାରେ ସକ୍ରିୟ ରହିଛି ଲଘୁଚାପ । ଏହା ପ୍ରଭାବରେ ଭୋର ୪ ଟାରୁ ଉପକୂଳ ଓଡ଼ିଶାରେ ଲାଗିରହିଛି ତୁହାକୁ ତୁହା ବର୍ଷା । ଟ୍ୱିନ୍ ସିଟି ଭୁବନେଶ୍ୱର ଓ କଟକରେ...
ଓଡିଶାଝାଡ଼ାବାନ୍ତିରେ ଗଲାଣି ୬ ଜଣଙ୍କ ଜୀବନmahabharatanewsJuly 16, 2022 by mahabharatanewsJuly 16, 20220131 କଲ୍ୟାଣସିଂହପୁର: ଝାଡ଼ାବାନ୍ତି ମୃତ୍ୟୁସଂଖ୍ୟା ୬କୁ ବୃଦ୍ଧି ପାଇଛି। ଗତକାଲି ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକରେ ୫ଜଣଙ୍କ ପ୍ରାଣହାନି ଘଟିଥିବା ବେଳେ ଆଜି ସକାଳେ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଆଉଜଣଙ୍କ ମୃତ୍ୟୁ ଘଟିଛି।...
ଓଡିଶାକାଲିଠୁ ରାଜ୍ୟରେ ଦିଆଯିବ ବୁଷ୍ଟର ଡୋଜ୍mahabharatanewsJuly 14, 2022 by mahabharatanewsJuly 14, 20220130 ଭୁବନେଶ୍ୱର: କାଲିଠୁ ରାଜ୍ୟରେ ଦିଆଯିବ ବୁଷ୍ଟର ଡୋଜ୍ । ୧୮ରୁ ୫୯ ବର୍ଗର ଲୋକଙ୍କୁ ମାଗଣା ଟୀକାକରଣ କରାଯିବ । ରାଜ୍ୟରେ ବର୍ତ୍ତମାନ ସଂକ୍ରମଣ ବୃଦ୍ଧି ଘଟୁଥିବାରୁ ସମସ୍ତ ବର୍ଗର ଲୋକଙ୍କୁ ଟୀକାକରଣ ଉପରେ...
ଓଡିଶାମାସ୍କ ପିନ୍ଧିବାକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧmahabharatanewsJuly 13, 2022 by mahabharatanewsJuly 13, 20220142 ଭୁବନେଶ୍ୱର : ରାଜ୍ୟରେ ମୁଣ୍ଡ ଟେକୁଛି କୋଭିଡ ସଂକ୍ରମଣ । ଆଜି ଦିନକରେ 743 ଜଣ କାରଣ ପଜିଟିଭ ଆସିବା ପରେ ମାସ୍କ ପିନ୍ଧିବାକୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ । ଭୁବନେଶ୍ୱରରେ ମାସ୍କ ପିନ୍ଧିବା...
ଓଡିଶା୧୪ରୁ ୧୬ ଭୀଷଣ ବର୍ଷିବmahabharatanewsJuly 13, 2022 by mahabharatanewsJuly 13, 20220129 ଭୁବନେଶ୍ବର : ରାଜ୍ୟରେ ଏବେ ଜାରି ରହିଛି ଲଘୁଚାପ ଓ ମୌସୁମୀଜନିତ ବର୍ଷା । ତେବେ ବର୍ଷ ନେଇ ଆଜି ୧୬ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ସେହି ଜିଲ୍ଲାଗୁଡିକ ହେଲା- ମାଲକାନଗିରି,...
ଓଡିଶାପାଣିପାଗ୩ରୁ ୪ ଦିନ ରାଜ୍ୟରେ ଜାରି ରହିବ ବର୍ଷାmahabharatanewsJuly 10, 2022 by mahabharatanewsJuly 10, 20220132 ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ମୌସୁମୀ ପ୍ରବାହ । ଏପରିକି ଉତ୍ତର ପଶ୍ଚିମ ଓ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରେ ଘୂର୍ଣ୍ଣିବଳୟ ଯୋଗୁ ଓଡ଼ିଶା ଉପରେ ଗୋଟିଏ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଯାହା...
ଓଡିଶାଶୁଦ୍ଧିକ୍ରିୟାରେ ଯୋଗଦେବାକୁ ଆସି ନିଜେ ପାଲଟିଲେ ଶବmahabharatanewsJuly 10, 2022 by mahabharatanewsJuly 10, 20220221 ରାଉରକେଲା: ଶୁଦ୍ଧିକ୍ରିୟାରେ ଯୋଗଦେବାକୁ ଆସି ନିଜେ ପାଲଟିଲେ ଶବ । ଏଭଳି ଅଭାବନୀୟ ଘଟଣା ଗାଟିଛି ରାଉରକେଲା ଝିରପାଣି ପମ୍ପ ହାଉସ ନିକଟ କୋଏଲ ନଦୀରେ । ଏଠାରେ ୪ ଭାଇ ବୁଡ଼ିଯିଯାଇଥିଲେ ।...
ଓଡିଶାବିନା ଅନୁମତିରେ ସ୍କୁଲ କ୍ୟାମ୍ପସ୍ ଭିତରେ ପଶି ପରିବେନି ଗଣମାଧ୍ୟମ ପ୍ରତିନିଧିmahabharatanewsJuly 10, 2022 by mahabharatanewsJuly 10, 20220151 ଭୁବନେଶ୍ୱର : ଏଣିକି ସ୍କୁଲ ଭିତରକୁ ଯାଇପାରିବନି କ୍ୟାମେରା । ବିନା ଅନୁମତିରେ ସ୍କୁଲ କ୍ୟାମ୍ପସ୍ ଭିତରେ ପଶି ପିଲାମାନଙ୍କୁ କୌଣସି ପ୍ରଶ୍ନ ପଚାରି ପରିବେନି ଗଣମାଧ୍ୟମ ପ୍ରତିନିଧି। ଏ ନେଇ ରାଜ୍ୟ ସରକାର...
ଓଡିଶାଚିନ୍ତା ବଢ଼ାଉଛି କରୋନା: ରାଜ୍ୟରେ ୫ ଶହ ପାରmahabharatanewsJuly 10, 2022 by mahabharatanewsJuly 10, 20220156 ଭୁବନେଶ୍ୱର : ଆଜି ବି ରାଜ୍ୟରେ କରୋନା ସଂକ୍ରମଣ ୫ ଶହ ପାର । ୨୪ ଘଣ୍ଟାରେ ୫୭୬ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ତେବେ କ୍ୱାରେଣ୍ଟିନରୁ ୩୩୭ ଜଣ ଚିହ୍ନଟ ହୋଇଥିବାବେଳେ...
ଓଡିଶାସୁନା ବେଶରେ ଅଳଙ୍କାର ପିନ୍ଧି ଦର୍ଶନ ଦେବେ ଶ୍ରୀଜିଉmahabharatanewsJuly 10, 2022 by mahabharatanewsJuly 10, 20220148 ପୁରୀ: ଆଜି ମହାପ୍ରଭୁଙ୍କ ପବିତ୍ର ସୁନାବେଶ। ସୁନାର ଅଳଙ୍କାର ପିନ୍ଧି ଦର୍ଶନ ଦେବେ ଶ୍ରୀଜିଉ। ମହଣ ମହଣ ସୁନା ଅଳଙ୍କାରରେ ପ୍ରଭୁ ଜଗନ୍ନାଥ, ଦେବୀ ସୁଭଦ୍ରା ଓ ଭାଇ ଶ୍ରୀବଳଭଦ୍ର ସଜେଇ ହେବାର ଦୃଶ୍ୟ...