ଓଡିଶାରାଜନୀତିନାଳ ପାଣିରେ ପଶି ପ୍ରତିବାଦ କଲେ ବିଧାୟକ ମହମ୍ମଦ ମୋକିମmahabharatanewsJune 30, 2022 by mahabharatanewsJune 30, 20220185 କଟକ : ନାଳ ପାଣିରେ ପଶି ପ୍ରତିବାଦ କଲେ ବିଧାୟକ ମହମ୍ମଦ ମୋକିମ । ପେଟାନାଳର ପୁନରୁଦ୍ଧାର ନେଇ କଟକରେ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ ପ୍ରତିବାଦ କରିଛନ୍ତି । ପେଟାନାଳର ପୁନରୁଦ୍ଧାର ନହେଲେ...
ଓଡିଶାଖେଳବିଶ୍ୱଭାରତହକି ବିଶ୍ୱକପ ପାଇଁ ସଜେଇ ହେଇଛି ରାଉରକେଲା ସହରmahabharatanewsJune 25, 2022 by mahabharatanewsJune 25, 20220162 ରାଉରକେଲା: ହକି ବିଶ୍ୱକପ ପୂର୍ବରୁ ସଜେଇ ହେଇଛି ଷ୍ଟିଲ ସିଟି । ବିଭିନ୍ନ ସ୍ଥାନରେ ସୈନ୍ଦର୍ଯ୍ୟକରଣ ସହ କୋଏଲ ନଗର ଠାରେ ୩୨ ଏକର ଜମିରେ ନିର୍ମାଣ ହେଉଛି ପାର୍କ । ଗୋଟିଏ ସ୍ଥାନରେ...
ଖେଳଭାରତଈଶାନ କିଶନଙ୍କ କମାଲmahabharatanewsJune 23, 2022June 23, 2022 by mahabharatanewsJune 23, 2022June 23, 20220247 ଦୁବାଇ: ଦକ୍ଷିଣ ଆଫ୍ରିକା ବିପକ୍ଷ ଘରୋଇ ଶୃଙ୍ଖଳାରେ ଦମ୍ଦାର ପ୍ରଦର୍ଶନ ଯୋଗୁଁ ଭାରତୀୟ ଖେଳାଳି ଈଶାନ କିଶନ ଆଇସିସି ଟ୍ବେଣ୍ଟି-୨୦ ମାନ୍ୟତାରେ ଶୀର୍ଷ-୧୦ରେ ସ୍ଥାନ ଦୃଢ଼ କରିଛନ୍ତି। ଈଶାନ ଦୁଇ ଅର୍ଦ୍ଧଶତକ ସାଙ୍ଗକୁ ଭାରତର...
ଓଡିଶାଷ୍ଟେସନ ପ୍ଲାଟ୍ଫର୍ମରୁ ଯୁବତୀ ନିଖୋଜmahabharatanewsJune 23, 2022 by mahabharatanewsJune 23, 20220200 ଭୁବନେଶ୍ୱର: ଭୁବନେଶ୍ୱର ରେଲ୍ୱେ ଷ୍ଟେସନ ପ୍ଲାଟ୍ଫର୍ମରୁ ଇଂଜିନିୟରିଂ ଛାତ୍ରୀ ନେଇ ଅଭିଯୋଗ । ନିଖୋଜ ଯୁବତୀ ହେଲେ ପଶ୍ଚିମବଙ୍ଗ ଚବିଶ ପ୍ରଗଣାରେ ସ୍ୱିଟି ରୟ। ସୁଇଟି ଖଣ୍ଡଗିରିରେ ଥିବା ଏରୋ ସ୍ପେସ ଆଣ୍ଡ ଇଞ୍ଜିନିୟରିଂ...
Uncategorizedକୋଭିଡ୍ ସଂକ୍ରମିତ ହେଲେ ବିରାଟ କୋହଲିmahabharatanewsJune 23, 2022June 23, 2022 by mahabharatanewsJune 23, 2022June 23, 20220138 ଲିସେଷ୍ଟରସାୟାର: ଇଂଲଣ୍ଡ ବିପକ୍ଷ ଏକମାତ୍ର ଟେଷ୍ଟ୍ ଲାଗି ଭାରତ ପ୍ରସ୍ତୁତି କରୁଥିବା ବେଳେ ଆସିଲା ଦୁଃଖଦ ଖବର । ଦଳର ପ୍ରମୁଖ ଖେଳାଳି ତଥା ପୂର୍ବତନ ଅଧିନାୟକ ବିରାଟ କୋହଲି କୋଭିଡ୍ ସଂକ୍ରମିତ ହୋଇଥିବା...
ଓଡିଶାଭାରତରାଜନୀତିମୁର୍ମୁଙ୍କ ନିର୍ବାଚନ ନିଶ୍ଚିନ୍ତmahabharatanewsJune 23, 2022 by mahabharatanewsJune 23, 20220165 ଓଡିଶା ପାଇଲା ଦ୍ୱିତୀୟ ମହିଳା ରାଷ୍ଟ୍ରପତି । ଦ୍ରୈାପଦୀ ମୁର୍ମୁ ହୋଇଛନ୍ତି ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ । ତେବେ ପ୍ରଥମ ମହିଳା ରାଷ୍ଟ୍ରପତି ପ୍ରତିଭା ପଟେଲଙ୍କ ପରେ ଦ୍ରୈାପଦୀ ମୁର୍ମୁ ଦ୍ୱିତୀୟ ଥର ପାଇଁ...
ବିଶ୍ୱଭାରତଆଜି ଅଷ୍ଟମ ଅନ୍ତର୍ଜାତୀୟ ଯୋଗ ଦିବସmahabharatanewsJune 21, 2022June 21, 2022 by mahabharatanewsJune 21, 2022June 21, 20220164 ନୂଆଦିଲ୍ଲୀ : ସୁସ୍ଥ ଶରୀର ଆଉ ସୁସ୍ଥ ମାନସିକତା ପାଇବାର ମାଧ୍ୟମ ହେଉଛି ଯୋଗ। ଭାରତର ପ୍ରାଚୀନ ସଂସ୍କୃତିର ଏକ ଅମୁଲ୍ୟୁ ଉପହାର ଯୋଗ । କାରଣ ଅନେକ ବର୍ଷ ପୂର୍ବେ ଯୋଗର ଆରମ୍ଭ ଭାରତରେ...
ଭାରତପାକ୍ ମିଡିଆରେ ଭାରତର ଅଗ୍ନିପଥ ଯୋଜନା ଉପରେ ବିତର୍କmahabharatanewsJune 19, 2022 by mahabharatanewsJune 19, 20220172 ନୂଆଦିଲ୍ଲୀ : ଭାରତ ସରକାରଙ୍କ ଅଗ୍ନିପଥ ଯୋଜନାକୁ ନେଇ ଏବେ ପାକିସ୍ତାନ ବେହାଲ । ଏପେଟେ ଭାରତରେ ସେନାରେ ନିଯୁକ୍ତି ନେଇ କେନ୍ଦ୍ର ସରକାରଙ୍କ ଏହି ଯୋଜନାକୁ ବିରୋଧ ଚାଲିଥିବା ବେଳେ ସେପଟେ ପାକିସ୍ତାନ...
ଓଡିଶାକାମରେ ଆସିଲାନି ମେଡିକାଲ ସାଲାଇନ, ଗୁରୁତ୍ୱର ଅବସ୍ଥାରେ ରୋଗୀ କିଣିଲେ ବାହାରୁ ସାଲାଇନmahabharatanewsJune 19, 2022 by mahabharatanewsJune 19, 20220159 ଅସ୍ତରଙ୍ଗ: ଅବ୍ୟବସ୍ଥା ଭିତରେ ପୁରୀ ଜିଲ୍ଲା ଅସ୍ତରଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର । ରୋଗୀଙ୍କୁ ମିଳୁନାହିଁ ସରକାରୀସ୍ତରରୁ ଆସୁଥିବା ସାଲାଇନ । ଯାହା ବି ଅଛି ମେଡିକାଲ ସାଲାଇନ ରୋଗୀଙ୍କୁ ଦେଲେ ରୋଗୀ ଥରୁଛନ୍ତି,...
ଖେଳଭାରତଦୀର୍ଘ ୨୩ ବର୍ଷ ପରେ ରଣଜୀ ଟ୍ରଫି ଫାଇନାଲରେ ପ୍ରବେଶ କଲା ମଧ୍ୟପ୍ରଦେଶmahabharatanewsJune 18, 2022 by mahabharatanewsJune 18, 20220205 ଭୋପାଳ: ରଣଜୀ ଟ୍ରଫି ଫାଇନାଲରେ ପ୍ରବେଶ କଲା ମଧ୍ୟପ୍ରଦେଶ। ଦୀର୍ଘ ୨୩ ବର୍ଷ ପରେ ରଣଜୀ ଟ୍ରଫି ଫାଇନାଲରେ ପ୍ରବେଶ କରିଛି । ସେମିଫାଇନାଲ ମୁକାବିଲାରେ ବେଙ୍ଗଲକୁ ମଧ୍ୟପ୍ରଦେଶ ୧୭୪ ରନରେ ପରାସ୍ତ କରିଥିଲା...