Uncategorizedଆଫଗାନିସ୍ତାନ ଛାଡ଼ିଲା ଆମେରିକାmahabharatanewsAugust 31, 2021 by mahabharatanewsAugust 31, 20210190 (ମହାଭାରତ): ଆଫଗାନିସ୍ତାନରୁ ସମସ୍ତ ଆମେରିକୀୟ ସୈନ୍ୟ ପ୍ରତ୍ୟାହାର ମିଶନ ଶେଷ ହୋଇଛି । ଆଫଗାନିସ୍ତାନ ଛାଡ଼ିବା ପାଇଁ ଧାର୍ଯ୍ୟ ସମୟର ଗୋଟିଏ ଦିନ ପୂର୍ବରୁ ଗତକାଲି ବିଳମ୍ବିତ ରାତିରେ ଏପରି ଘୋଷଣା କଲେ...
ଓଡିଶାରାଜ୍ୟରେ ସଂକ୍ରମଣ ହାର ପୁଣି ବଢ଼ିଲାmahabharatanewsAugust 31, 2021 by mahabharatanewsAugust 31, 20210123 (ଭୁବନେଶ୍ୱର): ରାଜ୍ୟରେ ୨୪ଘଣ୍ଟା ମଧ୍ୟରେ ୬୩୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୧୮ ବର୍ଷରୁ କମ୍ ବୟସ୍କଙ୍କ ମଧ୍ୟରେ ୧୧୦ ଜଣ ଚିହ୍ନଟ ହୋଇଛନ୍ତି । ୬୩୮ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ...
ଖେଳଭାରତକୁ ଝଟକାmahabharatanewsAugust 30, 2021August 30, 2021 by mahabharatanewsAugust 30, 2021August 30, 20210160 (ଟୋକିଓ): ଚଳିତ ଟୋକିଓ ପାରାଅଲମ୍ପିକ୍ସରେ ଭାରତକୁ ବଡ଼ ଝଟକା । ଡିସକସନ୍ ଥ୍ରୋରେ ବିନୋଦ କୁମାର ଯେଉଁ ବ୍ରୋଞ୍ଜ ପଦକ ଜିତିଥିଲେ, ତାହା ତାଙ୍କୁ ଆଉ ମିଳିପାରିବ ନାହିଁ । ବିରୋଧ ପରେ ତାଙ୍କ...
Uncategorizedତାଲିବାନ ଭାରତ ସହ ବ୍ୟବସାୟିକ ଓ ଆର୍ଥନୀତିକ ସମ୍ପର୍କ ପ୍ରତିଷ୍ଠା କରିବାକୁ ଚାହୁଁଛିmahabharatanewsAugust 30, 2021August 30, 2021 by mahabharatanewsAugust 30, 2021August 30, 20210123 (ମହାଭାରତ ଲାଇଭ): ଆଫଗାନିସ୍ତାନ ଏବଂ ତାଲିବାନର ଖବର ଏବେ ସାରା ଦେଶରେ କେନ୍ଦ୍ରବିନ୍ଦୁ ସାଜିଛି । ପୂର୍ବରୁ ଆଫଗାନିସ୍ତାନ ସହ ଭାରତର ଭଲ ସମ୍ପର୍କ ରହିଆସିଛି । ମାତ୍ର ତାଲିବାନ, ଆଫଗାନିସ୍ତାନକୁ କବ୍ଚା...
ଓଡିଶାରାଜ୍ୟରେ ସଂକ୍ରମଣ ହାରର ନିମ୍ନଗତି mahabharatanewsAugust 30, 2021 by mahabharatanewsAugust 30, 20210150 (ଭୁବନେଶ୍ୱର): ରାଜ୍ୟରେ ୨୪ଘଣ୍ଟା ମଧ୍ୟରେ ୬୦୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୧୮ ବର୍ଷରୁ କମ୍ ବୟସ୍କଙ୍କ ମଧ୍ୟରେ ୯୭ ଜଣ ଚିହ୍ନଟ ହୋଇଛନ୍ତି । ୬୦୯ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ...