ଭାରତନିଜେ ଗୁଳି କରି ଜୀବନ ହାରିଲେ ଡିଆଇଜି’mahabharatanewsJuly 7, 2023 by mahabharatanewsJuly 7, 20230105 (ତାମିଲନାଡୁ) : ଜୀବନ ହାରିଲେ କୋଇମ୍ବାଟୁର୍ ରେଞ୍ଜ୍ର ଡେପୁଟି ପୁଲିସ ଇନ୍ସ୍ପେକ୍ଟର୍ ବିଜୟକୁମାର । ଆଜି ସକାଳେ ତାମିଲନାଡୁର କୋଇମ୍ବାଟୁର୍ସ୍ଥିତ ତାଙ୍କ ସରକାରୀ ବାସଭବନରେ ପିସ୍ତଲ୍ ମାରିହୋଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି ।...
ଭାରତତାମିଲନାଡ଼ୁରେ ଟଳିଲା ବଡ଼ ଟ୍ରେନ୍ ଦୁର୍ଘଟଣା, ବର୍ତିଲେ ଯାତ୍ରୀmahabharatanewsJune 6, 2023 by mahabharatanewsJune 6, 20230120 (ତାମିଲନାଡୁ) : ଦେଶରେ ଟ୍ରେନ ଦୁର୍ଘଟଣା ଏବେ ଚିନ୍ତାର କାରଣ ପାଲଟିଥିବା ବେଳେ ଟ୍ରେନ ଯାତ୍ରା ପାଇଁ ଡରିଲେଣି ଯାତ୍ରୀ । ତେବେ ଏହାରି ମଧ୍ୟରେ ତାମିଲନାଡ଼ୁରେ ଆଜି ଏକ ବଡ଼ ଧରଣର ରେଳ...
ଭାରତବୃଦ୍ଧି ପାଇଲା ବିଷାକ୍ତ ମଦ ମୃତ୍ୟୁ ସଂଖ୍ୟାmahabharatanewsMay 16, 2023 by mahabharatanewsMay 16, 20230119 (ତାମିଲନାଡ଼ୁ) : ବୃଦ୍ଧି ପାଇଲା ବିଷାକ୍ତ ମଦ ମୃତ୍ୟୁ ସଂଖ୍ୟା । ମୃତ୍ୟୁ ସଂଖ୍ୟା ୧୪କୁ ବୃଦ୍ଧି ପାଇଛି। ତାମିଲନାଡ଼ୁର ଭିଲ୍ଲୁପୁରମ ଏବଂ ଚେଙ୍ଗଲପଟ୍ଟୁ ଜିଲ୍ଲାରେ ବିଷାକ୍ତ ମଦ ମୃତ୍ୟୁ ସଂଖ୍ୟା ୧୪କୁ ବୃଦ୍ଧି ପାଇଛି।...
ଭାରତବିଷାକ୍ତ ମଦ ପିଇ ୧୦ ମୃତmahabharatanewsMay 15, 2023 by mahabharatanewsMay 15, 20230144 (ତାମିଲନାଡୁ) : ବିଷାକ୍ତ ମଦ ପିଇ ୧୦ ଜଣଙ୍କ ମୃତ । ମୃତକମାନେ ତାମିଲନାଡୁ ଭିଲିପୁରମ ଓ ଚେଙ୍ଗଲପାଟୁ ଜିଲ୍ଲାର । ସେହିପରି ଆହୁରି ୧୨ରୁ ଉର୍ଦ୍ଧ୍ୱ ଲୋକ ଗୁରୁତର ଅବସ୍ଥାରେ ଚିକିତ୍ସାଧିନ ଥିବା ନେଇ...
bharatବିଶେଷଭାରତ୧୧ ତାରିଖରେ ପ୍ରଧାନମନ୍ତ୍ରୀ ତାମିଲନାଡୁ, କର୍ଣ୍ଣାଟକ ଗସ୍ତରେ ଜିବେmahabharatanewsNovember 10, 2022 by mahabharatanewsNovember 10, 20220202 ନୂଆଦିଲ୍ଲୀ: ଆସନ୍ତା ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାମିଲନାଡୁ, କର୍ଣ୍ଣାଟକ ଗସ୍ତରେ ଜିବେ । ଏବଂ ୧୨ ତାରିଖରେ ଆନ୍ଧପ୍ରଦେଶ ଓ ତେଲେଙ୍ଗାନା ଯିବାର କାର୍ଯ୍ୟକ୍ରମ ରହିଥିବା ବେଳେ ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିବେ...
ଭାରତଅଙ୍ଗ ପ୍ରତିରୋପଣରେ ବିଳମ୍ବ କାରଣରୁ ମୃତ୍ୟୁ ; ହିରୋଇନ୍ ମୀନାଙ୍କ ସ୍ୱାମୀ ପରଲୋକmahabharatanewsJuly 1, 2022 by mahabharatanewsJuly 1, 20220215 ତାମିଲନାଡୁ: ଦକ୍ଷିଣ ଭାରତୀୟ ଅଭିନେତ୍ରୀ ମିନାଙ୍କ ସ୍ୱାମୀ ବିଦ୍ୟାସାଗର ଏକ ଘରୋଇ ଡାକ୍ତରଖାନାରେ ୯୫ରୁ ଅଧିକ ଦିନ ଧରି ଚିକିତ୍ସିତ ହେବା ପରେ ପ୍ରାଣ ହରାଇଛନ୍ତି । ଏବାବଦରେ ତାମିଲନାଡୁ ସ୍ୱାସ୍ଥ୍ୟମନ୍ତ୍ରୀ ଏମଏ ସୁବ୍ରମଣ୍ୟମଙ୍କ...