ଓଡିଶା ଉତ୍ତରପ୍ରଦେଶରେ ପ୍ରବଳ ବର୍ଷା,ଗଲାଣି ୩୪ ଜୀବନ mahabharatanewsJuly 11, 2023 by mahabharatanewsJuly 11, 20230173 (ଉତ୍ତରପ୍ରଦେଶ) : ଉତ୍ତରପ୍ରଦେଶରେ ପ୍ରବଳ ବର୍ଷା ଏବଂ ବଜ୍ରପାତ ଜନିତ କାରଣ ପାଇଁ ଗତ ୨୪ ଘଣ୍ଟା ମଧ୍ୟରେ ୩୪ ଜଣଙ୍କ ମୃତ୍ୟୁ ହୋଇଛି। ୧୭ ଜଣଙ୍କର ବଜ୍ରପାତରେ ମୃତ୍ୟୁ ହୋଇଥିବାବେଳେ ୧୨ ଜଣଙ୍କର...