ମନୋରଞ୍ଜନ

ପରଲୋକରେ ଲୋକପ୍ରିୟ ହାସ୍ୟାଭିନେତା ଆରଏସ ଶିବାଜୀ 

(ମୁମ୍ବାଇ) : ଆଖି ବୁଜିଲେ ତାମିଲ ସିନେମାର ଲୋକପ୍ରିୟ ହାସ୍ୟାଭିନେତା ଆରଏସ ଶିବାଜୀ । ୬୬ବର୍ଷ ବୟସରେ ସେପ୍ଟେମ୍ବର ୨ ତାରିଖ ସକାଳେ ଶିବାଜୀ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ଏହି ଖବରକୁ ସାଉଥ ଇଣ୍ଡିଆନ ସିନେମାର ଲୋକପ୍ରିୟ ଟ୍ରେଡ ଏନାଲିଷ୍ଟ ରମେଶ ବାଲା ସୋସିଆଲ ମିଡିଆ ଜରିଆରେ ସୂଚନା ଦେଇଛନ୍ତି। ୮୦ ଦଶକରୁ ଚଳଚ୍ଚିତ୍ରରେ ସକ୍ରିୟ ରହିଛନ୍ତି।

ସୂଚନାନୁଯାୟୀ, ଶିବାଜୀ ଗତ ଶୁକ୍ରବାର ରିଲିଜ ହୋଇଥିବା ସିନେମା ‘ଲକି ମ୍ୟାନ’ରେ ମୁଖ୍ୟ ଭୂମିକାରେ ଅଭିନୟ କରିବା ସହିତ ଅ‌ନେକ ଅଭୁଲା ଚରିତ୍ରରେ ସେ ନଜର ଆସିଛନ୍ତି। ତାଙ୍କର ସ୍ଥାନ ଅପୂରଣୀୟ। ଇଶ୍ବର ତାଙ୍କର ଆତ୍ମାକୁ ଶାନ୍ତି ଦିଅନ୍ତୁ।’

 

 

Related posts

ଗିରଫ ହେଲେ ‘ଜେଲର୍‌’ରେ ଖଳନାୟକ ବିନାୟକନ୍‌ 

mahabharatanews

ନିର୍ବନ୍ଧକୁ ନେଇ ଖୁସି ନାହାନ୍ତି ପରିଣୀତି

mahabharatanews

ଗିରଫ ହେବେ ଜରିନ ଖାନ 

mahabharatanews