ଭାରତ

ପ୍ରସିଦ୍ଧ ତିରୁପତି ମନ୍ଦିରକୁ ୫ କୋଟି ଦାନ

(ତାମିଲନାଡୁ) : ପ୍ରସିଦ୍ଧ ତିରୁପତି ମନ୍ଦିରକୁ ୫ କୋଟି ଟଙ୍କାର ଦାନ । କିଛି ଶ୍ରଦ୍ଧାଳୁ ଏକାଠି ହୋଇ ୫.୧୧ କୋଟି ଟଙ୍କା ତିରୁମାଲା ତିରୁପତି ମନ୍ଦିରକୁ ଦାନ ଦେଇଛନ୍ତି । ମନ୍ଦିର ଟ୍ରଷ୍ଟ ଅଧିନରେ ଥିବା ଭବବାନ ଭେଙ୍କଟେଶ୍ୱର ମନ୍ଦିରର ସଂପ୍ରସାରଣ ପାଇଁ ଶ୍ରଦ୍ଧାଳୁ ଟଙ୍କା ଦାନ କରିଛନ୍ତି ।

ସୂଚନାନୁଯାୟୀ , ପ୍ରତିଦିନ ଏଠାକୁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଦର୍ଶନ କରିବା ପାଇଁ ଆସିଥାନ୍ତି । ସ୍ଥାନ କମ ପଡୁଥିବାରୁ ମନ୍ଦିରକୁ ବଢାଇବା ପାଇଁ ଯୋଜନା କରାଯାଇଛି । ଯେଉଁଥି ପାଇଁ କିଛି ଶ୍ରଦ୍ଧାଳୁ ମନ୍ଦିରକୁ ଦାନ କରିଛନ୍ତି । ଏହାପୂର୍ବରୁ ମଧ୍ୟ ଅନେକ ଶ୍ରଦ୍ଧାଳୁ ମାନସିକ ପୂରଣ ହେବାରୁ ସୁନା ଗହଣା, ଟଙ୍କା ଦାନ କରିଥାନ୍ତି ।

 

Related posts

ଗେମ୍ ଖେଳି ଦେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍, ରଦ୍ଦ ହେଲା ଅନାସ୍ଥା ପ୍ରସ୍ତାବ

mahabharatanews

ରାଜୀବ ଗାନ୍ଧୀ ହତ୍ୟାକାଣ୍ଡର ଦୋଷୀ ଜେଲ୍‌ରୁ ହେବେ ମୁକ୍ତ

mahabharatanews

ଗୁଜୁରାଟ ପରେ କର୍ଣ୍ଣାଟକର ସ୍କୁଲ ପାଠ୍ୟକ୍ରମରେ ସାମିଲ ହୋଇପାରେ ଭଗବତ ଗୀତା

mahabharatanews