ଓଡିଶା

ପୋଲିସ କବ୍ଜାରେ ଶିକାରୀ; ୧୬୫ଟି ବନ୍ଧୁକ ଜବତ

(ଶିମିଳିପାଳ) : ଦିନକୁ ଦିନ ଶିମିଳିପାଳରେ ଶିକାରୀଙ୍କ ମନମାନି ବୃଦ୍ଧି ପାଉଛି । ବନ୍ଧୁକ ରଖିବା ସହ ଶିକାର କରୁଛନ୍ତି । ଏହି ସମୟରେ ମୟୁରଭଞ୍ଜ ପୋଲିସକୁ ମିଳିଛି ବଡ଼ ସଫଳତା । ୨୧  ଜଣ ଶିକାରୀଙ୍କୁ ଗିରଫ କରିଛି ପୋଲିସ୍ । ସେମାନଙ୍କ ନିକଟରୁ ୧୬୫  ଟି ବନ୍ଧୁକ ଜବତ ହୋଇଛି । ଏ ନେଇ ସୂଚନା ଦେଇଛନ୍ତି ପୋଲିସ୍ ଅଧୀକ୍ଷକ ବି ଗଙ୍ଗାଧର ।

ସୂଚନାନୁଯାୟୀ , ମୟୂରଭଞ୍ଜର ୧୪ଟି ଥାନା ଅଞ୍ଚଳରେ ସର୍ଚ୍ଚ ଅପରେସନ କରାଯାଇଥିଲା । ଏହି ସମୟର ୧୬୫ ଦେଶୀ ବନ୍ଧୁକ ଓ ବନ୍ଧୁକ ତିଆରି ଯନ୍ତ୍ରାଂଶ ଜବତ କରଯାଇଛି । ଏଥିସହ ୫୦୦  ଗନ୍ ପାଉଡର, ବଜ୍ରକାପ୍ତା କାତି, ହରିଣ ଶିଙ୍ଗ ମଧ୍ୟ ଜବତ କରଯାଇଛି ।

Related posts

କୋଣାର୍କ ମନ୍ଦିରରୁ ବାଲି କାଢ଼ିବାକୁ ନିଷ୍ପତି

mahabharatanews

୧୪, ୧୫, ୧୬ରେ ବିଜେପି ଜିଲ୍ଲା ସଭାପତି ନିର୍ବାଚନ

mahabharatanews

ବିଜୁ ପକ୍କା ଘର ହିତାଧିକାରୀଙ୍କୁ ସହାୟତା ରାଶି ପ୍ରଦାନ କଲେ ମନ୍ତ୍ରୀ

mahabharatanews