ଓଡିଶା

୫ରୁ ଫିଲ୍ମ ‘ଟାଇଗର ୩’ର ଆଡଭାନ୍ସ ବୁକିଂ ଆରମ୍ଭ

(ମୁମ୍ବାଇ) : ଦିପାବଳୀ ଅବସରରେ ଅଭିନେତାଙ୍କ ଫିଲ୍ମ ‘ଟାଇଗର ୩’ ରିଲିଜ ହେବାକୁ ଯାଉଛି। ‘ଖୁବ୍ ଶୀଘ୍ର ଆରମ୍ଭ ହେବାକୁ ଯାଉଛି ଫିଲ୍ମର ଆଡଭାନ୍ସ ବୁକିଂ । ଫିଲ୍ମର ପ୍ରଥମ ଶୋ’ ଦୀପାବଳି ଦିନ ସକାଳ ୭ ଟାରୁ ଆରମ୍ଭ ହେବାକୁ ଯାଉଛି । ଆଜ୍ଞା ହଁ ସକାଳ ୭ଟାରୁ ହିଁ ସିନେମା ଘରେ ଦର୍ଶକ ଫିଲ୍ମ ଦେଖିପାରିବେ ।

ସୂଚନାନୁଯାୟୀ , ଫିଲ୍ମର ପ୍ରଥମ ଶୋ’ ଏବଂ ଆଡଭାନ୍ସ ବୁକିଂ ବିଷୟରେ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରିଛନ୍ତି। ସେ ଲେଖିଛନ୍ତି- ସଲମାନ ଖାନଙ୍କ ଫିଲ୍ମ ‘ଟାଇଗର 3’ର ପ୍ରଥମ ଶୋ ସକାଳ 7 ଟାରୁ ଆରମ୍ଭ ହେବ । 12 ନଭେମ୍ବର ରବିବାର ଦିନ ସକାଳ ୭ ଟାରେ ଶୋ ‘ଦେଖାଇବାକୁ ୟଶ ରାଜ ଫିଲ୍ମସ୍ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ଏବଂ ଏହାର ଆଡଭାନ୍ସ ବୁକିଂ ୫ ନଭେମ୍ବରରୁ ଆରମ୍ଭ ହେବାକୁ ଯାଉଛି ।

Related posts

ଆଜିଠୁ ରାଜ୍ୟରେ ବର୍ଷା

mahabharatanews

ମହାମାରୀ କରୋନା ନେଇ ଉତ୍କଳ ଦିବସର ସବୁ ସଭା ସମିତି ବାତିଲ

mahabharatanews

୨୫ରେ ସୃଷ୍ଟି ହେବ ଏକ ଘୁର୍ଣ୍ଣିବଳୟ

mahabharatanews