ଓଡିଶା

କନ୍ଦାଉଛି ପିଆଜ 

(ଭୁବନେଶ୍ୱର) : ପିଆଜ ଦରକୁ ନେଇ ଏବେ ସାରା ଦେଶରେ ଖାଉଟି ଚିନ୍ତାରେ  । ଦେଶର କେତେକ ସହରରେ ପିଆଜ ଦର ୧୦୦ ଟଙ୍କା ଛୁଇଁଛି । ଆଗକୁ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଥିବାର ଏହାକୁ ନେଇ କେନ୍ଦ୍ର ସରକାରଙ୍କ ମୁଣ୍ଡବ୍ୟଥା ବଢିଯାଇଛି ।

ସୂଚନାନୁଯାୟୀ , ଏକ ରିପୋର୍ଟ ଅନୁସାରେ ଆସନ୍ତା ଅତି କମରେ ଏକ ମାସ ପୂର୍ବରୁ ପିଆଜ ଦର କମିବାର ସମ୍ଭାବନା ନାହିଁ । ଏହାକୁ ଉଠାଇ ଦିଆଯିବା ପରେ ଘରୋଇ ବଜାରରେ ବିକ୍ରି କରିବା ଅପେକ୍ଷା ବିଦେଶକୁ ରପ୍ତାନି କରିବା ଅଧିକ ଲାଭଜନକ ହେଉଛି । ଏହି କାରଣରେ ଘରୋଇ ବଜାରରେ ଦର ବଢୁଛି । ତେବେ ଆସନ୍ତା କିଛି ସପ୍ତାହ ମଧ୍ୟରେ ପିଆଜର ଖରିଫ ଫସଲ ଆସିବା ପରେ ଦର କମିବା ଆରମ୍ଭ କରିବ ।

Related posts

ଖାତା ମୂଲ୍ୟାୟନ: ପ୍ରଥମ ଦିନରେ ୯୪ ଶିକ୍ଷକ ଶିକ୍ଷୟିତ୍ରୀ ଖାତା ଦେଖିଲେ

mahabharatanews

ଯାଜପୁର ଦୁଇ ଆଞ୍ଚଳିକ ପରିବହନ ଅଧିକାରଙ୍କୁ କାରଣ ଦର୍ଶାଅ ନୋଟିସ

mahabharatanews

୧୫ରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ କଲେଜରେ ପାଠପଢ଼ା ବନ୍ଦ

mahabharatanews