ଓଡିଶା

ଗ୍ୟାସ ଟାଙ୍କିରେ ଲାଗିଲା ନିଆଁ

ଗଞ୍ଜାମ/ରଜନୀକାନ୍ତ ପାତ୍ର: ରୋଷେଇ କରୁଥିବା ବେଳେ ଗ୍ୟାସ ଟାଙ୍କି ରେ ଲାଗିଲା ନିଆଁ ପାଟପୁର ଥାନା ଅନ୍ତର୍ଗତ ଖଲିଙ୍ଗୀ ଗ୍ରାମର କୈଳାସ ପ୍ରଧାନଙ୍କ ଘରେ ଲାଗିଲା ନିଆଁ । ରୋଷେଇ କରୁଥିବା ବେଳେ ଗ୍ୟାସ ସିଲିଣ୍ଡର ରେ ଲାଗିଲା ନିଆଁ । ନିଆଁ ଲିଭାଇବାକୁ ଉଦ୍ୟମ କରୁଛନ୍ତି ଗ୍ରାମବାସୀ । ଗାଁ ଲୋକ ଆତଙ୍କିତ ହୋଇ ଘରୁ ବହାରିପଡିଥିବା ବେଳେ ଦିଗପହଣ୍ଡି ଅଗ୍ନିଶମ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚିଛନ୍ତି ଉଦ୍ୟମ କରୁଛି ଲିଭାଇବା ପାଇଁ।।

Related posts

 ଶ୍ରୀଅଲାରନାଥଙ୍କ ଦର୍ଶନ: ବୟସ୍କ, ଭିନ୍ନକ୍ଷମ, ମହିଳା ଓ ଶିଶୁଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା

mahabharatanews

ତୃତୀୟ ପର୍ଯ୍ୟାୟ ନିର୍ବାଚନକୁ ନେଇ ପୋଲିସ ଡିଜିଙ୍କ ସାମ୍ବାଦିକ  ସମ୍ମିଳନୀ

mahabharatanews

ଫ୍ରିଜରେ ଅଣ୍ଡା ରଖିବା ଭଲ ନା ଖରାପ

mahabharatanews