ଓଡିଶା

ମଞ୍ଜୁର ହେଉଛି ଘର କିନ୍ତୁ ସମ୍ପୂର୍ଣ୍ଣ ହେଉନି କାମ

ମଞ୍ଜୁର ହେଉଛି ଘର କିନ୍ତୁ ସମ୍ପୂର୍ଣ୍ଣ ହେଉନି କାମ । ରାଜ୍ୟରେ ୨୦୨୪-୨୫ ଆର୍ଥିକ ବର୍ଷରେ ବିଭିନ୍ନ ଗ୍ରାମୀଣ ଗୃହ ନିର୍ମାଣ ଯୋଜନାରେ ୩୦ ଜିଲ୍ଲା ପାଇଁ ୧ ଲକ୍ଷ ୭୪ ହଜାର ୫୬୮ ଘର ମଞ୍ଜୁର ହୋଇଥିବା ବେଳେ ସମ୍ପୂର୍ଣ୍ଣ ହୋଇଛି ୮୨ ହଜାର ୮୮୪ ଘର । ସେହିପରି ୨୦୨୫-୨୬ ଆର୍ଥିକ ବର୍ଷରେ ୧ଲକ୍ଷ ୩୪୪ ଘର ମଞ୍ଜୁର ହୋଇଥିବା ବେଳେ ସମ୍ପୂର୍ଣ୍ଣ ହୋଇଛି ମାତ୍ର ୪ହଜାର ୧୪୪ ଘର । ୨୦୨୪-୨୫ ରେ ସର୍ବାଧିକ ନୂଆପଡା ଜିଲ୍ଲାରେ ୧୩ହଜାର ୩୨୯ଘର ମଞ୍ଜୁର ହୋଇଥିବା ବେଳେ ୨୦୨୫-୨୬ ରେ ସର୍ବାଧିକ ମୟୁରଭଞ୍ଜ ଜିଲ୍ଲାରେ ୯ହଜାର ୧୪୨ ଘର ମଞ୍ଜୁର ହୋଇଛି । ଗୃହରେ ପଞ୍ଚାୟତିରାଜ ମନ୍ତ୍ରୀଙ୍କ ଲିଖିତ ଉତ୍ତର ।

Related posts

ଦିନିକିଆ କନ୍ଧମାଳ ଗସ୍ତରେ ୫-ଟି ସଚିବ

mahabharatanews

ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

mahabharatanews

ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ଜିଲ୍ଲାଶିକ୍ଷା ବିଭାଗର ୪୦ ଲକ୍ଷ ୨୫ ହଜାର ଦାନ

mahabharatanews