ମନୋରଞ୍ଜନ

କପିଲ ଶର୍ମା ସୋରେ ନଜର ଆସିବେ ଅନ୍ତର୍ଜାତୀୟ କ୍ରିକେଟର

(ମୁମ୍ବାଇ) : ଲୋକପ୍ରିୟ ସୋ’ରେ କପିଲ ଶର୍ମାଙ୍କ ପରି ଅନ୍ୟ କଳାକାରମାରନେ ବି ଭର୍‌ପୂର ମନୋରଞ୍ଜନ କରାଇଥାନ୍ତି। ଆପଣ ଜାଣି ଖୁସି ହେବେ ଯେ ବର୍ତ୍ତମାନ ଅଷ୍ଟ୍ରେଲିଆର ପୂର୍ବତନ ଦ୍ରୁତ ବୋଲର ବ୍ରେଟ୍ ଲି ଏବଂ ୱେଷ୍ଟଇଣ୍ଡିଜର ପୂର୍ବତନ କ୍ୟାପଟେନ୍ ତଥା ବ୍ୟାଟର କ୍ରିସ୍ ଗେଲ୍ ଏହି ସୋ’ରେ ନଜର ଆସିବେ ।

ସୂଚନାନୁଯାୟୀ , ସୋ’ର ନିର୍ମାତା ଜାରି କରିଥିବା ନୂଆ ପ୍ରୋମୋ କ୍ରିକେଟ୍ ପ୍ରେମୀଙ୍କ ମଧ୍ୟରେ ଖୁସି ଆଣିଛି । ଅଷ୍ଟ୍ରେଲିଆର ପୂର୍ବତନ ଦ୍ରୁତ ବୋଲର ବ୍ରେଟ୍ ଲି ଖୁବ ଶୀଘ୍ର ଏହି ସୋ’ରେ ନଜର ଆସିବା ନେଇ ପ୍ରୋମୋରେ ଉପସ୍ଥାପନ କରାଯାଇଛି । ଏହାସହ ବ୍ରେଟ୍ ଲି  କପିଲଙ୍କ ସହ ଏକ ଫଟୋ ଟ୍ଵିଟରରେ ପୋଷ୍ଟ କରିଛନ୍ତି । ଏପରିକି ସାକ୍ଷାତ ହେଲେ ତାଙ୍କର “ସିଡନୀ ବିୟର” ମଧ୍ୟ ସେୟାର କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ।

Related posts

“ସବୁର ଅଭିଜ୍ଞତା ଜରୁରୀ”: ନାଗା ଚୈତନ୍ୟ

mahabharatanews

ବିଦେଶ ଯିବେ ଐଶ୍ବର୍ଯ୍ୟା ଓ ଅଭିଷେକଙ୍କ ଝିଅ  

mahabharatanews

ଏହି କାରଣରୁ ଦୁଃଖୀ ଅଛନ୍ତି ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ

mahabharatanews