ମନୋରଞ୍ଜନ

ଦର୍ଶକଙ୍କ ମନ ମୋହୁଛି ଅନୁଭବଙ୍କ ଫିଲ୍ମ ‘ଲଭ ଇନ୍ ଲଣ୍ଡନ୍‌’

(ଭୁବନେଶ୍ୱର) :  ଗତକାଲି ରିଲିଜ ହୋଇଯାଇଛି ସାଂସଦ ଅନୁଭବ ମହାନ୍ତିଙ୍କ ଅଭିନୀତ ଫିଲ୍ମ  ‘ଲଭ ଇନ୍ ଲଣ୍ଡନ୍‌’। ଯାହା ଏବେ ଦର୍ଶନକ ମନା ମୋହୁଛି  । ହଲରେ ଫିଲ୍ମଟି ହାଉସ ଫୁଲ ରହିଛି  । ରଜର ପିଠା ପାନ ସାଙ୍ଗକୁ ଫିଲ୍ମର ମଜା ନେଇଛନ୍ତି ରାଜଧାନୀବାସୀ  । ତେବେ ୯ ଅର୍ଥାତ  (ଶୁକ୍ରବାର) ଏହି ଚଳଚ୍ଚିତ୍ର ମୁକ୍ତିଲାଭ କରିଥା’ନ୍ତା। କିନ୍ତୁ ରେଳଦୂର୍ଘଟଣା ସମସ୍ତଙ୍କ ମନରୁ ଲିଭିନଥିବାରୁ ଏପରି ଏକ ଦୁଃଖଦ ସମୟରେ ଚଳଚ୍ଚିତ୍ରକୁ ମୁକ୍ତିଲାଭ ନ କରାଇବା ପାଇଁ  ପ୍ରଥମେ ସାଂସଦ ଅନୁଭବ ମହାନ୍ତି ଅନୁରୋଧ କରିବା ପରେ ଏହି କ୍ରମରେ ପ୍ରଯୋଜନା ସଂସ୍ଥା  ରାଜି ହୋଇଛି ।

ସୂଚନାନୁଯାୟୀ , ଫିଲ୍ମଟି ଦର୍ଶକଙ୍କ ମନକୁ ଛୁଇଁବ ବୋଲି ବେଶ ଆଶାବାଦୀ ରହିଛନ୍ତି ନିର୍ମାତା ।    ତେବେ  ଆୟ ହେବାକୁ ଥିବା ଅର୍ଥର ଦଶ ଭାଗ ମୁଖ୍ୟମନ୍ତ୍ରୀ ରିଲିଫ୍ ଫଣ୍ଡକୁ ଦାନ କରାଯିବ ବୋଲି କୁହାଯାଇଛି।

Related posts

ପତ୍ନୀଙ୍କଠାରୁ ଅଲଗା ହେଲେ ବଲିଉଡ ରାପର ହନି ସିଂ

mahabharatanews

ପୁଣି ଚର୍ଚ୍ଚାରେ ଆଶିଷ ବିଦ୍ୟାର୍ଥୀ ଓ ତାଙ୍କ ଦ୍ଵିତୀୟ ପତ୍ନୀ

mahabharatanews

ଆଜି OTT ପ୍ଲାଟଫର୍ମରେ ରିଲିଜ ହେବ ୱେବ୍ ସିରିଜ୍ ‘Heeramandi’

mahabharatanews