ଓଡିଶାସ୍ୱାସ୍ଥ୍ୟ

ରାଜ୍ୟରେ ୫୦୦ ପାର ହେଲା କରୋନା ସଂକ୍ରମିତଙ୍କ ସଂଖ୍ୟା

ଭୁବନେଶ୍ୱର: ପୁଣି ରାଜ୍ୟରେ ପୁଣି ୫ଶହ ଟପିଲା କରୋଣା ସଂକ୍ରମଣଙ୍କ ସଂଖ୍ୟା । ଗତ ୨୪ ଘଶ୍ଟାରେ ରାଜ୍ୟରେ ୫୧୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଲଗାତର ଭାବେ ସଂକ୍ରମଣ ବଢିବା କାରଣରୁ ମୃତ୍ୟୁ ସଂଖ୍ୟା ଧିରେ ଧୀରେ ବଢୁଛି ଯାହାଫଳରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ତାଲିକରେ ଓଡିଶା ପଞ୍ଚମ ସ୍ଥାନରେ ପହଞ୍ଚିଛି । ଗୋଟିଏ ଦିନର ବ୍ୟବଧାନ ପରେ ଗତ ୨୪ ଘଣ୍ଟାରେ ୫୧୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି ।

Related posts

ଗ୍ରାମକୁ ରାସ୍ତା ମରାମତି ପାଇଁ ଦାବି

mahabharatanews

୫୪ତମ ପ୍ଲାଷ୍ଟିକ ସର୍ଜନଙ୍କ ବାର୍ଷିକ ସମ୍ମିଳନୀ

mahabharatanews

ବାଗେଡିଆ ଧର୍ମଶାଳାରେ ଲାଗିଲା ନିଆଁ

mahabharatanews