ଅପରାଧଓଡିଶା

ଡକାୟତି ଯୋଜନା ପଣ୍ଡ କଲା ଦିଗପହଣ୍ଡି ପୋଲିସ

ଗଞ୍ଜାମ : ଡକାୟତି ଯୋଜନା ପଣ୍ଡ କଲା ଦିଗପହଣ୍ଡି ଥାନା ପୋଲିସ । କଇଠଖଣ୍ଡି ଘୋଡାହାଡ଼ ଡେମ ରାସ୍ତାରେ ଡକାୟତି ଯୋଜନା କରୁଥିଲେ ଡକାୟତ । ଆଉ ସେତିକି ବେଳେ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ପୋଲିସ କୌଣସି ସୂତ୍ରରୁ ଖବର ପାଇ ଚଢାଉ କରିଥିଲା । ଚଢ଼ାଉ କରି ତିନୋଟି ଅଫୁଟା ବୋମା ଦୁଇଟି ଛୁରୀ ଗୋଟିଏ ବାଇକ ତିନୋଟି କଳା ରଙ୍ଗର ମାସ୍କ ଜବତ କରିଛି । ଏବଂ ତିନି ଜଣଙ୍କୁ ଗିରଫ କରିଛି ପୋଲିସ । ଅନ୍ୟପଟେ ଘଟଣା ସ୍ଥଳରୁ ଦୁଇ ଜଣ ଚମ୍ପଟ ମାରିଥିବା ସୂଚନା ମିଳିଛି ।

Related posts

 ପ୍ରଗତି ପ୍ରିୟଦର୍ଶିନୀ ଅବିକା କ୍ୟାଲେଣ୍ଡର୍‍ ଗ୍ରାଣ୍ଡଫିନାଲେ ବିଜୟିନୀ

mahabharatanews

 ବୈତରଣୀ ଉପରେ ଅଟକିଗଲା  ‘ବନ୍ଦେ ଭାରତ ଏକ୍ସପ୍ରେସ୍‌’

mahabharatanews

ଜମି ବିବାଦକୁ ନେଇ ବାଲିଅନ୍ତାରେ ବୋମାମାଡ

mahabharatanews