ଓଡିଶା

ମୃତକଙ୍କ ପରିବାରକୁ ସାହାର୍ଯ୍ୟର ହାତ ବଢାଇଲେ ସରପଞ୍ଚ ଓ ସାଂସଦ ପ୍ରତିନିଧି

ଗଞ୍ଜାମ/ ରଜନୀକାନ୍ତ ପାତ୍ର : ପାଇକ ଯମୁନା ପଂଚାୟତ ର ପୁଅ ଟୁନା ଗୌଡ଼ ସୁରଟ ରେ ମୃତ୍ୟୁ ଘଠିଥିବା ର ଖବର ପାଇବା ପରେ ସ୍ଥାନୀୟ ସରପଞ୍ଚ ତଥା ସାଂସଦ ପ୍ରତିନିଧି ସତ୍ୟବାନ ସାହୁ ମୃତକଙ୍କ ଘରେ ପହଁଚି ଆର୍ଥିକ ସହାୟତା ସହ ଘର ଚାଳିବା ପାଇଁ ଚାଉଳ ଡାଲି ଅନେକ ଖାଦ୍ୟ ପ୍ରଦାର୍ଥ ସାହାଯ୍ୟ କରିଛନ୍ତି । ଏହା ସହ ମୃତକଙ୍କ ପରିବାର କିପରି ସରକାରୀ ସହାୟତା ମିଳିବ ଏହି ବିଷୟରେ ଆଲୋଚନା କରିଛନ୍ତି । ସଶେଷରେ ସମବେଦନା ଜ୍ଞାପନ କରିଛନ୍ତି । ଏହାକୁ ଦେଖି ଉପସ୍ଥିତ ଗ୍ରାମ ବାସି ସାଂସଦ ପ୍ରତିନିଧି ସତ୍ୟବାନ ସାହୁଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

Related posts

ଦ୍ୱିତୀୟ ଦିନରେ ସାନଛତା ମଠ ଉଚ୍ଛେଦ

mahabharatanews

ଆଜି ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ ଅର୍ଥାତ ଜନ୍ମାଷ୍ଟମୀ

mahabharatanews

କୋଡିଙ୍ଗାମାଳି ପର୍ବତରୁ ଖଣି ଖନନ ବିବାଦ

mahabharatanews