ଓଡିଶା

ବଢୁଛି ହାତୀ ମୃତ୍ୟୁ ସଂଖ୍ୟା ; ବିଦ୍ୟୁତ୍‌ ଫାଶରେ ଗଲା ଜୀବନ 

(ହିନ୍ଦୋଳ) : ରାଜ୍ୟରେ ଲଗାତାର ଭାବେ ହାତୀ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ।  ଏହି କ୍ରମରେ  ବିଦ୍ୟୁତ୍‌ ଫାଶରେ ପଡ଼ି ଢେଙ୍କାନାଳ ବନଖଣ୍ତ ଅଧୀନ ହିନ୍ଦୋଳ ବନାଞ୍ଚଳରେ ବୁଧବାର ଏକ ଦନ୍ତା ହାତୀର ମୃତ୍ୟୁ ହୋଇଛି। ସ୍ଥାନୀୟ ଅଞ୍ଚଳରେ ଦିନକୁ ଦିନ ଶିକାରୀଙ୍କ ଉତ୍ପାତ ବୃଦ୍ଧି ପାଉଛି ।

ସୂଚନାନୁଯାୟୀ , ବାର୍‌ହାଙ୍କ କବଳରୁ ଫସଲକୁ ରକ୍ଷା କରିବାକୁ ଏହି ଉପାୟ ଅବଲମ୍ବନ ହୋଇଥିବା ଅନୁମାନ କରାଯାଉଛି ।  କିନ୍ତୁ କାରଣ ସ୍ୱଷ୍ଟ ହୋଇନାହିଁ । ବିଭାଗୀୟ ଅଧିକାରୀଙ୍କ ତଦନ୍ତ ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି କୁହାଯାଉଛି। ଏ ନେଇ ଅଧିକ ତଦନ୍ତ ଜାରି ରହିଛି ।

Related posts

ଆସନ୍ତାକାଲି ଗଡିବ ବସ, ବନ୍ଦ ହେବନି ସେବା 

mahabharatanews

ନବରଙ୍ଗପୁର ଓ କଳାହାଣ୍ଡି ଜିଲ୍ଲାରେ ଭୂକମ୍ପ ଝଟକା

mahabharatanews

ଆନନ୍ଦପୁରରେ ରାଜ୍ୟ ସାମ୍ବାଦିକ ସଂଘ ଆହ୍ବାନରେ ଜିଲ୍ଲା ଜାକ୍ ସଂଘ ଗଠିତ

mahabharatanews