ଓଡିଶା

ପ୍ରଚଣ୍ଡ ଶବ୍ଦରେ କମ୍ପିଲା ୩ ଜିଲ୍ଲା

ଯାଜପୁର : ପ୍ରଚଣ୍ଡ ଶବ୍ଦରେ କମ୍ପିଲା ୩ ଜିଲ୍ଲା । ଭଦ୍ରକ, ଯାଜପୁର ଓ କେନ୍ଦୁଝର ଅଞ୍ଚଳରେ ଭୟଙ୍କର ଶବ୍ଦ ଶୁଣିବାକୁ ମିଳିଛି । ଦିନ ୧୧ଟାରେ ଏହି ଭୟଙ୍କର ଶବ୍ଦ ଶୁଭିଥିଲା । ୧୦୦ କିମି ଦୂରତା ପର୍ଯ୍ୟନ୍ତ ପ୍ରଚଣ୍ଡ ଶବ୍ଦ ଅନୁଭୂତ ହୋଇଛି । ଫଳରେ ଭୟରେ ଲୋକେ ଘରୁ ବାହାରକୁ ଚାଲି ଆସିଥିବା ସୂଚନା ମିଳିଛି । କେଉଁ କାରଣରୁ ଏତେ ବଡ଼ ଶବ୍ଦ ହେଲା କେହି କିଛି ବୁଝି ପାରୁ ନାହାନ୍ତି ।

Related posts

ମାର୍ଗଶିର କୃଷ୍ଣ ତ୍ରୟୋଦଶୀ ତିଥିରେ ଶ୍ରୀବିଗ୍ରହମାନଙ୍କର ପଇତା ଲାଗି ନୀତି

mahabharatanews

ଶିଶୁ ଉପରେ ଚଢିଗଲା କାର

mahabharatanews

କରୋନା: ରାଜ୍ୟ ସରକାରଙ୍କ ସହାୟତା ଲୋଡିଲେ ଷ୍ଟାର୍ଟ ଅପ ଉଦ୍ୟୋଗୀ

mahabharatanews