ଓଡିଶାରାଜନୀତି

ମୁଖ୍ୟମନ୍ତ୍ରୀଙ୍କ ବିବୃତିକୁ ବିରୋଧ କରି ଗୃହରେ ହୋହାଲ୍ଲା

ଭୁବନେଶ୍ୱର: ଗୃହ ମଧ୍ୟ ଭାଗକୁ ଯାଇ ବିଜେଡିର ପ୍ରତିବାଦ ଓ ହୋ ହାଲ୍ଲା | ଗତକାଲି ନିଯୁକ୍ତିରେ ଚଞ୍ଚକତା ଓ ଏଏସଓ ଚାକିରୀ ବିକ୍ରି ହେଉଥିବା ନେଇ ଗୃହରେ କହିଥିଲେ ମୁଖ୍ୟମନ୍ତ୍ରୀ | ଏହାକୁ ବିରୋଧ କରି ବିଜେଡି ମୁଖ୍ୟମନ୍ତ୍ରୀ ବିବୃତି ଦିଅନ୍ତୁ କେଉଁଠି ଓ କିଏ ଚାକିରୀ ବିକ୍ରି କରିଥିଲେ ବୋଲି ମୁଖ୍ୟମନ୍ତ୍ରୀ ସ୍ପଷ୍ଟୀକରଣ ରଖନ୍ତୁ ବୋଲି ଦାବି କଲେ ବିଜେଡ଼ି ସଦସ୍ୟ|

Related posts

ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ରକ୍ତଦାନ ଓ ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ

mahabharatanews

ରୋଗୀ ମୃତ୍ୟୁ ପାଇଁ ଡାକ୍ତରଖାନାରେ ଉତ୍ତେଜନା, ଭୁଲ ଚିକିତ୍ସା ଅଭିଯୋଗ

mahabharatanews

ହୋଟେଲ୍ ଛାତରୁ ଖସି ପଡ଼ି ଯୁବକଙ୍କ ମୃତ୍ୟୁ

mahabharatanews