ସ୍ୱାସ୍ଥ୍ୟ

ଶରୀର ପାଇଁ ଉପଯୁକ୍ତ ଏହି ୩ଟି ପାନୀୟ

ବ୍ୟସ୍ତ ବହୁଳ ଜୀବନ ଶୈଳୀ ଭିତରେ ନିଜକୁ ସ୍ୱାସ୍ଥ୍ୟବାନ ରଖିବା ନିହାତି ଜରୁରୀ । କିଛି ବୈଜ୍ଞାନିକ ଯୁଗ ସତ୍ତ୍ୱେ କିଛି ସମୟରେ ଘରୋଇ ଉପଚାର ଦ୍ୱାରା ଆମେ ଆମର ସ୍ୱାସ୍ଥ୍ୟର ଯତ୍ନ ନେଇ ପାରିବା। ଶରୀରକୁ ଥଣ୍ଡା ରଖିବା ପାଇଁ, ଆମେ କିଛି ନା କିଛି ଥଣ୍ଡା ତରଳ ପିଇଥାଉ । କିନ୍ତୁ ଆପଣ ଜାଣନ୍ତି କି, କିଛି ପାନୀୟ ପିଇବା ଦ୍ୱାରା ବ୍ୟାଡ୍ କୋଲେଷ୍ଟ୍ରଲ ବା ଏଲଡିଏଲ କମିଯାଏ। ତେବେ ଚାଲନ୍ତୁ ଜାଣିବା ୩ଟି ପାନୀୟର ଉପକାରିତା ..

Watering Young Plant – Vintage Effect

୧.ଗ୍ରୀନ୍ ଟିରେ କ୍ୟାଟେଚିନ୍ ଏବଂ ଏପିଗାଲୋକାଟେଚିନ୍ ଗାଲେଟ୍ ରହିଥାଏ ଏବଂ ଏହା ଆଣ୍ଟିଅକ୍ସିଡାଣ୍ଟ ଗୁଣରେ ଭରପୂର।

୨, ସକାଳେ ଓଟସ୍ ମିଲ୍କ ଖାଆନ୍ତୁ । ଏହା କୋଲେଷ୍ଟ୍ରୋଲ୍ ହ୍ରାସ କରିବାରେ ସାହାଯ୍ୟ କରେ।

୩. ଟମାଟୋ ଖାଇବାକୁ ପରାମର୍ଶ ଦିଆଯାଏ । ଏହା ଅତ୍ୟନ୍ତ ଲାଭଦାୟକ ।

 

 

Related posts

ଭାରତ ହେବ ଡେଙ୍ଗୁ ମୁକ୍ତ, ଭ୍ୟାକ୍ସିନ୍ କୁ ମିଳିଲା ମଞ୍ଜୁରୀ…

mahabharatanews

ରାଜ୍ୟରେ ଦୈନିକ କରୋନା ସଂକ୍ରମଣ କମିଛି ; ୮୭୦ ଜଣ କରୋନା ସଂକ୍ରମିତ ଚିହ୍ନଟ

mahabharatanews

ଦେଶରେ ହ୍ରାସ ପାଉଛି କରୋନା ସଂକ୍ରମଣ; ୧୨, ୭୫୧ କରୋନା ଆକ୍ରାନ୍ତ ଚିହ୍ନଟ

mahabharatanews