ଓଡିଶା

ଓଡିଶାରେ କମିଵ ବର୍ଷା

(ଭୁବନେଶ୍ୱର) : ଏଥର ଓଡିଶାରେ ସ୍ୱାଭାବିକଠାରୁ କମ ବର୍ଷା । ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଜାରି କରାଯାଇଥିବା ସୂଚନା ଅନୁସାରେ, ଏଥର ଦେଶରେ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି ହେଲେ ଓଡ଼ିଶାରେ ଏଥର ବର୍ଷାର ପରିମାଣି କମ୍ ରହିବ । ଚଳିତ ବର୍ଷ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରଭାବରେ ଦେଶରେ ସ୍ୱଭାବିକଠୁ ଅଧିକ ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଇଛି ।

ସୂଚନାନୁଯାୟୀ , ଆଇଏମଡି ଡିଜିଙ୍କ ସୂଚନା ଅନୁସାରେ, ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପାଇଁ ପାଗ ଅନୁକୂଳ ଅଛି । ଯେଉଁଥି ପାଇଁ ଚଳିବ ବର୍ଷ ମୌସୁମୀ ପ୍ରଭାବରେ ଦେଶରେ ଏଥର ପ୍ରାୟ ୧୦୬ ପ୍ରତିଶତ ବର୍ଷ ହୋଇପାରେ । ସେହିପରି ରାଜ୍ୟରେ ଏଥର ସ୍ୱଭାବିକ ଠାରୁ କମ୍ ବର୍ଷା ହେବା ନେଇ ଅନୁମାନ କରାଯାଉଛି, ଯାହାର ପ୍ରଭାବ ଚାଷ ଉପରେ ମଧ୍ୟ ପଡିବାର ଆଶଙ୍କା ରହିଛି । ମୌସୁମୀ ପ୍ରଭାବରେ ଜୁନରୁ ସେପ୍ଟେମ୍ବର ମଧ୍ୟରେ ଦେଶରେ ୧୦୬ ପ୍ରତିଶତ ବର୍ଷା ହେବା ନେଇ ଆଇଏମଡି ପକ୍ଷରୁ ସୂଚନା ଜାରି କରାଯାଇଛି ।

Related posts

ରବିବାର ରୁ ଅନୁଷ୍ଠିତ ହେବାକୁ ଯାଉଛି ଷ୍ଟ୍ରିଟ୍ କାର୍ଣ୍ଣିଭାଲ ବା ରାସ୍ତା ପାର୍ଶ୍ୱ ମେଳା

mahabharatanews

ଖୋଲିଲା ହୀରାକୁଦର ଆଉ ୮ଟି ଗେଟ 

mahabharatanews

ଦିଲ୍ଲୀ ପରେ ବିଷ ପାଲଟିଲାଣି ଭୁବନେଶ୍ୱରର ବାୟୁ

mahabharatanews