ଭାରତ

ପୋଲିସ ଗୁଳିରେ ଟଳିଲେ ୩ ମାଓବାଦୀ  

(ଜାମ୍ମୁ):  ପୁଲିସ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ । ଫଳରେ ପୁଲିସ ଗୁଳିରେ ୩ ମାଓବାଦୀ ନିହତ ହୋଇଛନ୍ତି । ମୃତକ ମାଓବାଦୀଙ୍କ ମଧ୍ୟରେ ୨ମହିଳା ରହିଥିବା ଜଣାପଡିଛି । ତେବେ ଘଟଣାସ୍ଥଳରୁ ବନ୍ଧୁକ, ଔଷଧ, ବିସ୍ଫୋରକ ଓ ମାଓ ସାମଗ୍ରୀ ଜବତ କରାଯାଇଛି ।

ସୂଚନାନୁଯାୟୀ , ବିଜାପୁର ବାସାଗୁଡା ଥାନା ବେଲମଗୁଟ୍ଟା ପାହାଡରେ ବହୁ ମାଓବାଦୀ ଏକାଠି ହୋଇଥିବା ନେଇ ସୂଚନା ମିଳିଥିଲା । ଏହି ସୂଚନା ଆଧାରରେ ଅପରେସନ ଆରମ୍ଭ ହୋଇଥିଲା । ପାହାଡ ଉପରେ ବେଶ କିଛି ସମୟ ପୁଲିସ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଶେଷରେ ପୁଲିସ ଏନକାଉଣ୍ଟରରେ ୩ମାଓବାଦୀ ନିହତ ହୋଇଛନ୍ତି । ଏନେଇ ପ୍ରେସ ବିଜ୍ଞପ୍ତି ଜରିଆରେ ସୂଚନା ଦେଇଛି ବିଜାପୁର ପୁଲିସ ।

Related posts

୨୧୪ କ୍ୟାଲିବର ବିଶିଷ୍ଟ ପିନାକା ରକେଟ ସିଷ୍ଟମ୍ ଲଞ୍ଚ କରିଛି ଭାରତ

mahabharatanews

ନାଗାଲାଣ୍ଡରେ ରାହୁଲଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରା

mahabharatanews

ରାହୁଲଙ୍କୁ ଟିକେଟ ମିଳିବା ପରେ ଏମିତି କହିଲେ ମୋଦି

mahabharatanews