ଓଡିଶା

ବ୍ରାଉନ ସୁଗାର ଜବତ କଲା ସୋର ପୁଲିସ

ଶରତ ନାୟକ/ବାଲେଶ୍ୱର: ୧୬ନମ୍ବର ଜାତୀୟ ରାଜପଥରେ ରାତିରେ ପୁଲିସ ପେଟ୍ରୋଲିଂ କରୁଥିବା ସମୟରେ ବାହାନଗା ବିଦୁ ନିକଟରେ ବ୍ରାଉନ ସୁଗାର ସହ ୩ ବେପାରୀଙ୍କୁ ଗିରଫ କରିଛି । ଆଗରୁ କୌଣସି ସୂତ୍ରରୁ ଖବର ପାଇ ସୋର ଆଇ ଆଇ ସି ସୁଜାତା ଖମାରୀ ସୋର ପୁଲିସ, ପ୍ରେଟ୍ରୋଲିଂ ପୁଲିସକୁ ଦୁଇଟି ଟିମ ଗଠନ କରି ବିଭିନ୍ନ ସ୍ଥାନରେ ଚେକିଙ୍ଗି କରିଥିଲେ
ସେଥିମଧ୍ୟରୁ ୩ ଜଣ ବେପାରଙ୍କୁ ଧରିବାରେ ସଫଳତା ହାସଲ କରିଛି ସୋର ପୁଲିସ । ବେପାରୀଙ୍କ ନା ବାସୁ ମହାରଣା, ଜଗନ୍ନାଥ ଜେନା, ଜୟନ୍ତ ସାହୁ ରହିଥିବା ବେଳେ ଅନୁଗୁଳ ଜିଲ୍ଲା ଗିରିଙ୍ଗ ଥାନା ଅଞ୍ଚଳ ରେ ଜଣାପଡିଛି। ୬ ଗ୍ରାମ ବାଉନ୍ ହେଉଥିବା ବେଳେ ଯାହାର ଆନୁମାନିକ ମୂଲ୍ୟ ପାଖାପାଖି ୬୦ ହଜାର ଟଙ୍କା ହେବ । ସେମାନଙ୍କ ପାଖରୁ OR 15 E 7814  ନମ୍ୱର୍ ରହିଥିବା ହୁଣ୍ଡା ଋ ଏକ କାର ସହ ଦୁଇଟି ଏଟିଏମ୍ କାଡ ସହ ଏକ ମନିପସ ଜବତ ହେଇଛି । ବାଲେଶ୍ୱର ବସ୍ତା ଅଞ୍ଚଳରୁ ଏହି ବ୍ରାଉନ ସୁଗାର୍ ନେଉଥିବା କହିଛନ୍ତି।ଏନେଇ ସୋର ଥାନାରେ କେସ ନମ୍ବର ୨୮୮ ରେ ମାମଲା ରୁଜୁ କରିବାସହ କୋର୍ଟ ଚାଲାଣ କରାଯାଇଛି।

 

Related posts

ଭୀମ ଭୋଇ ମେଡିକାଲ କଲେଜରେ ଅଘଟଣ

mahabharatanews

ମୟୁରଭଞ୍ଜ ଅଧ୍ୟାପିକା ଆତ୍ମହତ୍ୟା ଘଟଣାର ତଦନ୍ତ ପାଇଁ ପହଞ୍ଚିଲେ ମହିଳା କମିଶନ

mahabharatanews

ପରଲୋକରେ ପଦ୍ମଶ୍ରୀ କମଳା ପୂଜାରୀ

mahabharatanews