ଓଡିଶାଭାରତ

୨୪ଘଣ୍ଟାରେ ଦେଶରୁ ୮୬୫ କରୋନା ସଂକ୍ରମିତ ଚିହ୍ନଟ

(ଦିଲ୍ଲୀ) : କେତେବେଳେ ତଳ ତ କେତେବେଳେ ଉପର ମୁହାଁ ହେଉଛି   କରୋନା ସଂକ୍ରମଣ  । ତେବେ ୨୪ ଘଣ୍ଟା ରେ ଦେଶରୁ  ୮୬୫ କରୋନା ସଂକ୍ରମିତ   ରେକର୍ଡ କରାଯାଇଛି।  ଆଜି ଦେଶରେ କୋଭିଡ୍‌-୧୯ ସଂକ୍ରମଣ ସଂଖ୍ୟା ୯୦୦ ତଳେ ଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇ ୧୦,୦୦୦ ତଳକୁ ଚାଲି ଆସିଥିବା କଥା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ସୂଚନାରୁ ଜଣାପଡ଼ିଛି।

ସୂଚନାନୁସାରେ, ଶୁକ୍ରବାର ସକାଳ ୮ଟା ସୁଦ୍ଧା ସମଗ୍ର ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ୮୬୫ ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୪,୪୯, ୮୪,୯୨୩ରେ ପହଞ୍ଚିଛି। ଗତ ୨୪ ‌ଘଣ୍ଟାରେ ୪ଟି ମୃତ୍ୟୁ ରିପୋର୍ଟ କରାଯିବା ଫଳରେ ଦେଶରେ କୋଭିଡ୍‌-୧୯ଜନିତ ମୃତ୍ୟୁସଂଖ୍ୟା ୫,୩୧,୮୧୮କୁ ବୃଦ୍ଧି ପାଇଛି।

Related posts

୨ ହାତୀଙ୍କ ମୃତ୍ୟୁ, ବନବିଭାଗ ଉପରେ ପ୍ରଶ୍ନବାଚୀ   

mahabharatanews

ଶୁଣ୍ଢରେ କଚାଡି ଦେଲା ହାତୀ, ମହିଳା ଗୁରୁତର

mahabharatanews

୨୨ଦିନରେ ଇସ୍ରାଏଲ୍ ହାମାସ୍ ଯୁଦ୍ଧ

mahabharatanews