ଓଡିଶା

ପୁଣି ବଢ଼ିଲା ସୁନା ଦର 

(ଭୁବନେଶ୍ୱର) : ଦିନକୁ ଦିନକୁ ବୃଦ୍ଧି ପାଇବାରେ ଲାଗିଛି ସୁନା ଦର ଦାମ୍ ।  ଆଜି ଭୁବନେଶ୍ୱରରେ ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୬୧,୬୪୦ ରହିଛି । ୨୨ କ୍ୟାରେଟ୍ ସୁନାର ମୂଲ୍ୟ ୧ଗ୍ରାମ୍ ପିଛା ୫,୬୫୦ ଟଙ୍କା ହୋଇଥିବା ବେଳେ ୮ଗ୍ରାମ ପିଛା ୪୫,୨୦୦ ଟଙ୍କା  ରହିଛି।

କଟକରେ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ଗ୍ରାମ ପିଛା ୫,୬୫୦ ଟଙ୍କା ହୋଇଥିବାବେଳେ ୮ ଗ୍ରାମ୍ ପିଛା ୪୫,୨୦୦ ଟଙ୍କା ରହିଛି। ଆଜିକାଲି ବହୁତ ବେପାରୀ ୧୮ କ୍ୟାରେଟ୍ କୁ ୨୨ କହି ବିକ୍ରି କରିଦେଉଥିବାରୁ । ଫଳରେ ଗ୍ରାହକ ଠକେଇର ଶିକାର ହେଉଛନ୍ତି । ତେବେ ସୁନା ଯଦି ଆପଣ ସୁନାର ଶୁଦ୍ଧତା ଯାଞ୍ଚ କରିବାକୁ ଚାହୁଁଛନ୍ତି, ତେବେ ଆପଣ ‘BIS Care app’ରେରେ ଯାଞ୍ଚ କରିପାରିବେ ।

 

Related posts

ଅଚାନକ ଫେରିଗଲା ଦିଲ୍ଲୀରୁ ଝାରସୁଗୁଡ଼ା ଆସୁଥିବା ବିମାନ

mahabharatanews

ବେତାଜ୍ ବାଦଶାହଙ୍କ ଜନ୍ମ ଦିନରେ ଅଜସ୍ର ଶୁଭକାମନା

mahabharatanews

କୃଷି ପାଇଁ ଓଡିଶା ଶେଷ୍ଠ ରାଜ୍ୟ ପୁରସ୍କାରରେ ସମ୍ମାନିତ

mahabharatanews