ଓଡିଶା

ବେତାଜ୍ ବାଦଶାହଙ୍କ ଜନ୍ମ ଦିନରେ ଅଜସ୍ର ଶୁଭକାମନା

ଭୁବନେଶ୍ୱର: ଓଡିଶା ରାଜନୀତି ଆକାଶର ଜାଜ୍ଜୁଲ୍ୟମାନ ତାରକା, ବିଜେଡିର ତ୍ରାଣକର୍ତ୍ତା, ଯାଜପୁର ବିଧାୟକ, ବିଜେଡି ସାଂଗଠନିକ ସମ୍ପାଦକ, ସାମ୍ପ୍ରତିକ ଓଡିଶା ରାଜନୀତିର ଏକମାତ୍ର ଆଶଦୀପ ତଥା ସମସ୍ତଙ୍କ ଅତି ପ୍ରିୟ ପ୍ରଣବ ପ୍ରକାଶ ଦାସ ବା ବବି ଭାଇ । । ତାଙ୍କ ସେବା, ତ୍ୟାଗ, ବଳୀଦାନ ପାଇଁ ଆଜି ସେ କେବଳ ମୁଖ୍ୟମନ୍ତ୍ରୀଙ୍କ ନିକଟତର ନୁହଁନ୍ତି । ବରଂ ସେ କୋଟି କୋଟି ଜନତାଙ୍କ ହୃଦୟରେ ରାଜ କରୁଛନ୍ତି । ଯାଜପୁରର ଅଗଣିତ ଜନତାଙ୍କ ସେ ହୋଇଛନ୍ତି ବେତାଜ ବାଦଶାହ । ଆଜି ଏହି ବାଦଶାହଙ୍କର ଜନ୍ମଦିନ । ଏହି ପୁଣ୍ୟ ତିଥିରେ ରିପୋର୍ଟରସ ଟୁଡେ ପରିବାର ତରଫରୁ ମହାପ୍ରଭୁ ଜଗନ୍ନାଥଙ୍କ ପାଦ ପଦ୍ମରେ ତାଙ୍କ ସୁଖ, ସ୍ୱାଚ୍ଛନ୍ଦ, ସମୃଦ୍ଧି ସହ ସର୍ବାଙ୍ଗୀନ ଉନ୍ନତି କାମନା କରୁଛୁ । ମହାପ୍ରଭୁ ତାଙ୍କ ସମସ୍ତ ରିଷ୍ଟ ଖଣ୍ଡନ କରି ତାଙ୍କୁ ସୁସ୍ୱାସ୍ଥ୍ୟ, ଦୀର୍ଘ ଜୀବନ ପ୍ରଦାନ କରି, ରାଜନୈତିକ ସଫଳତାରର ଶୀର୍ଷରେ ପହଞ୍ଚାନ୍ତୁ ଏହା ତାଙ୍କ ପାଇଁ ଆମ ହୃଦୟର ଅନ୍ତରୀଣ କୋଣରୁ ପ୍ରାର୍ଥନା ।

Related posts

ଆମ୍ ଆଦମୀ ପାର୍ଟି ତରଫରୁ କାର୍ଯ୍ୟକର୍ତ୍ତା ସମ୍ମିଳନୀ

mahabharatanews

ଜୁଲାଇ ୩୧ ସୁଦ୍ଧା ପ୍ରକାଶ ପାଇବ ମ୍ୟାଟ୍ରିକ ପରୀକ୍ଷା ଫଳ

mahabharatanews

ପୂର୍ବତନ ପ୍ରଶାସନିକ ଅଧିକାରୀ ରବିନାରାୟଣଙ୍କ ବିୟୋଗ

mahabharatanews