ମନୋରଞ୍ଜନ

ଆରପାରିରେ ତାମିଲ ଅଭିନେତା ମନୋବାଲା

(ଚେନ୍ନାଇ) : ଆରପାରିରେ ଲୋକପ୍ରିୟ ତାମିଲ ଅଭିନେତା ତଥା ନିର୍ଦ୍ଦେଶକ ମନୋବାଲା। ମୃତ୍ୟୁବେଳକୁ ତାଙ୍କୁ ୬୯ବର୍ଷ ବୟସ ହୋଇଥିଲା। ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାବେଳେ ସେ ଗତ ଦୁଇ ସପ୍ତାହ ଧରି ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ବୋଲି ଜଣାପଡିଛି ।

 

ସୂଚନାନୁଯାୟୀ , ଆଜି ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ମନୋବାଲା । ଏହି ଖବରକୁ ନିର୍ଦ୍ଦେଶକ ଜିଏମ କୁମାର ଟ୍ୱିଟରରେ ପୋଷ୍ଟ କରି ଜଣାଇଛନ୍ତି ।

ସେ ଟୁଇଟ୍ କରି କହିଛନ୍ତି ଯେ ମନୋବାଲା ସାରଙ୍କର ଦେହାନ୍ତ ହୋଇଛି। ଅନେକ ପ୍ରଶଂସକ ଟ୍ବିଟ କରି ଶୋକପ୍ରକାଶ କରିଥିବା ଦେଖିବାକୁ ମିଳିଛି ।

​

Related posts

ଆଚାରରେ କଙ୍ଗନା ରଣାୱତ

mahabharatanews

କରଣ ଜୋହରଙ୍କୁ ବ୍ରିଟିଶ ସଂସଦ ତରଫରୁ ସମ୍ମାନିତ 

mahabharatanews

ପାନ ଇଣ୍ଡିଆର ସୁପରଷ୍ଟାର ତଥା ରିବେଲ ଷ୍ଟାର ପ୍ରଭାସ ଆଜି ୪୪ ରେ ପାଦ ଦେଇଛନ୍ତି

mahabharatanews