ଓଡିଶା

ପୁଣି ବଢ଼ିଲା ସୁନା ଦର 

(ଭୁବନେଶ୍ୱର) : ଦିନକୁ ଦିନକୁ ବୃଦ୍ଧି ପାଇବାରେ ଲାଗିଛି ସୁନା ଦର ଦାମ୍ ।  ଆଜି ଭୁବନେଶ୍ୱରରେ ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୬୧,୬୪୦ ରହିଛି । ୨୨ କ୍ୟାରେଟ୍ ସୁନାର ମୂଲ୍ୟ ୧ଗ୍ରାମ୍ ପିଛା ୫,୬୫୦ ଟଙ୍କା ହୋଇଥିବା ବେଳେ ୮ଗ୍ରାମ ପିଛା ୪୫,୨୦୦ ଟଙ୍କା  ରହିଛି।

କଟକରେ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ଗ୍ରାମ ପିଛା ୫,୬୫୦ ଟଙ୍କା ହୋଇଥିବାବେଳେ ୮ ଗ୍ରାମ୍ ପିଛା ୪୫,୨୦୦ ଟଙ୍କା ରହିଛି। ଆଜିକାଲି ବହୁତ ବେପାରୀ ୧୮ କ୍ୟାରେଟ୍ କୁ ୨୨ କହି ବିକ୍ରି କରିଦେଉଥିବାରୁ । ଫଳରେ ଗ୍ରାହକ ଠକେଇର ଶିକାର ହେଉଛନ୍ତି । ତେବେ ସୁନା ଯଦି ଆପଣ ସୁନାର ଶୁଦ୍ଧତା ଯାଞ୍ଚ କରିବାକୁ ଚାହୁଁଛନ୍ତି, ତେବେ ଆପଣ ‘BIS Care app’ରେରେ ଯାଞ୍ଚ କରିପାରିବେ ।

 

Related posts

୧୯୬ ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବେ ସରକାର

mahabharatanews

ପ୍ରଥମ ପର୍ଯ୍ୟାୟ ନିର୍ବାଚନ; ପୁରୁଷ ଭୋଟରଙ୍କ ଅପେକ୍ଷା ମହିଳା ଭୋଟରଙ୍କ ସଂଖ୍ୟା ଅଧିକ

mahabharatanews

ବଦଳିଲେ ଜିଲ୍ଲାପାଳ

mahabharatanews