ଓଡିଶା

ବିଦ୍ୟୁତ ଆଘାତରେ ଆଖି ବୁଜିଲେ ୨ଦନ୍ତା 

(ଅନୁଗୁଳ) : ଦିନକୁ ଦିନ ବୃଦ୍ଧି ପାଉଛି ହାତୀ ମୃତ୍ୟୁ ସଂଖ୍ୟା । ଏହି କ୍ରମରେ ଅନୁଗୁଳ ବ୍ଲକ ସାତକୋଶଆ ଅଭୟାରଣ୍ୟରେ ଏକ ବଡ ଅଘଟଣ ଘଟିଛି । ବିଦ୍ୟୁତ ଆଘାତରେ ଦୁଇ ହାତୀଙ୍କ ଗଳିତ ମୃତଦେହ ଆଜି ବନ ବିଭାଗ ଠାବ କରିଛି। ସେଥି ମଧ୍ୟରେ ଗୋଟିଏ ଦନ୍ତା ହାତୀ ଥିବାବେଳେ ଅନ୍ୟଟି ମାଈ ହାତୀ।

ସୂଚନା ଅନୁଯାୟୀ, ସାତକୋଶିଆ ଅଭୟାରଣ୍ୟ ପମ୍ପାସର ରେଞ୍ଜ ଅନ୍ତର୍ଗତ ଟାଇଁସି ସଂରକ୍ଷିତ ଜଙ୍ଗଲ କଂପାର୍ଟମେଣ୍ଟ ୯ରେ ରାସ୍ତା ପାର୍ଶ୍ଵରେ ଦୁଇଟି ହାତୀ ମରିପଡ଼ିଥିବା ଆଜି ଗାଈ ଜଗୁଆଳିମାନେ ଦେଖିଲା ପରେ ପରେ ଖବର ପାଇ ବନ ବିଭାଗର ଅଧିକାରୀମାନେ ସେଠାରେ ପହଞ୍ଚି ଘଟଣାର ତଦନ୍ତ କରୁଛନ୍ତି।

Related posts

ସମସ୍ତଙ୍କ ମଙ୍ଗଳ ପାଇଁ ଆମେ ଫାଇନ ଆଦାୟ କରୁଛୁ: ଡିଜିପି

mahabharatanews

ଡବଲ ଇଞ୍ଜିନ୍ ଡବଲ ନୈରାଶ୍ୟ: ନବୀନ

mahabharatanews

ପୁଣି ରାଜ୍ୟରେ ୪୨୭୦ କରୋନା ଆକ୍ରାନ୍ତ ଚିହ୍ନଟ

mahabharatanews