ଓଡିଶା

ଉଦୟଗିରିରେ ତାପମାତ୍ରା  ୬.୪ ଡିଗ୍ରି ରେକର୍ଡ 

(କନ୍ଧମାଳ) :  କିଛି ଦିନର ବ୍ୟବଧାନ ପରେ ପୁଣି କନ୍ଧମାଳ ଜିଲ୍ଲା ଘୁମୁସର ଉଦୟଗିରି ସହରକୁ ପୁଣି ଥରେ ଶୀତ ଫେରିଛି। ଏଠାରେ ଆଜି ତାପମାତ୍ରା ୬.୪ ଡିଗ୍ରି ରେକର୍ଡ କରାଯାଇଛି। ଫଳରେ ଜନଜୀବନ ସହିତ ଯାନବାହନ ଚଳାଚଳ ମଧ୍ୟ ପ୍ରଭାବିତ ହୋଇଛି ।

ସୂଚନାନୁଯାୟୀ , ଲୋକେ କୁହୁଡ଼ି ଓ କୋହଲା ପାଗ ପାଇଁ ଘରୁ ବାହାରକୁ ବାହାରି ଆସିବାକୁ ଅସୁବିଧା ହେଉଥିବା ବେଳେ ଯାନବାହାନ ଯାତାୟାତ ମଧ୍ୟ ଅସୁବିଧାର ସମ୍ମୁଖୀନ ହେଉଥିଲେ। ଲୋକେ ଖରା ପାଇବାକୁ ଅପେକ୍ଷା କରୁଥିଲେ। ହେଲେ ସୂର୍ଯ୍ୟକିରଣ ଦେଖା ନ ଥିଲା। କିନ୍ତୁ ଗତକାଲି ଠାରୁ ପାଗ ବଦଳି ଯାଇଛି ଓ ଘୁ ଉଦୟଗିରି ସହର ଓ ଗ୍ରାମାଞ୍ଚଳରେ ଶୀତ ଅନୁଭୂତ ଅଧିକ ହେବାରେ ଲାଗିଛି।

Related posts

ବିଧାନ ସଭା ଆଗରେ ବିଷ ପିଇଲେ

mahabharatanews

ଓମିକ୍ରନ ପରିଚାଳନା ପାଇଁ ଆମେ ପ୍ରସ୍ତୁତ: ସ୍ୱାସ୍ଥ୍ୟମନ୍ତ୍ରୀ

mahabharatanews

ଏଯାବତ ୬ ଜଣଙ୍କ ଜୀବନ ନେଲାଣି ଲଗାଣ ବର୍ଷା

mahabharatanews