ଭାରତ

୧ରେ ଉଦଘାଟିତ ହେବ ବିଶ୍ବର ପ୍ରଥମ ବୈଦିକ ଘଡ଼ି

(ମଧ୍ୟପ୍ରଦେଶ) : ମଧ୍ୟପ୍ରଦେଶର ଉଜ୍ଜୈନ ସହରରେ ଲାଗିଛି ବିଶ୍ବର ପ୍ରଥମ ବୈଦିକ ଘଡ଼ି । ଆସନ୍ତା ମାର୍ଚ୍ଚ ୧ରେ ଏହାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ମୁଖ୍ୟମନ୍ତ୍ରୀ ଡ. ମୋହନ ଯାଦବ ଭର୍ଚୁଆଲ୍ ମାଧ୍ୟମରେ  ଉଦଘାଟନ କରିବେ।

ସୂଚନାନୁଯାୟୀ , ୩୦ ଘଣ୍ଟିଆ ଦିନରାତି  ଦେଖାଇଥାଏ । ଇତିହାସ ଓ ପୁରାଣ ପ୍ରସିଦ୍ଧ ସମ୍ରାଟ ବିକ୍ରମାଦିତ୍ୟଙ୍କ ରାଜଧାନୀ ଭାବେ ଏହି ନଗରୀ ପ୍ରରିଚିତ ଓ ଏହାର ଅନ୍ୟ ଏକ ପ୍ରାଚୀନ ନାମ ହେଉଛି ଅବନ୍ତିକା । ଏଠାରୁ ହିଁ ବିକ୍ରମ ସମ୍ବତ୍ କାଳଗଣନା ଆରମ୍ଭ ହୋଇଥିଲା ଯାହାକି ଆଜି ପର୍ଯ୍ୟନ୍ତ ଜାରି ରହିଛି । କର୍କଟ କ୍ରାନ୍ତି ରେଖା ଏହା ମଧ୍ୟଦେଇ ଅତିକ୍ରମ କରିଛି । ଏଠାରୁ ବିକ୍ରମ ସମ୍ବତ ଆରମ୍ଭ ହେବା ପରଠାରୁ ସମଗ୍ର ବିଶ୍ୱରେ ବିକ୍ରମ ସମ୍ବତ ନାମରେ କ୍ୟାଲେଣ୍ଡର ଓ ମୁହୂର୍ତ୍ତ ପରିଚାଳିତ ହେଉଛି ।

Related posts

ଦୁର୍ଘଟଣାଗ୍ରସ୍ତ ବାୟୁସେନା ହେଲିକାପ୍ଟର ଏମ ଆଇ ୧୭ଭି୫ର ବ୍ଲାକ ବକ୍ସ ଉଦ୍ଧାର

mahabharatanews

ଗୁଜୁରାଟରୁ ରାଜ୍ୟ ସଭା ପାଇଁ ପ୍ରାର୍ଥୀ ହେବେ ବିଜେପତ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜୟ ପ୍ରକାଶ ନାଡ୍ଡ

mahabharatanews

ରାଜ୍ୟସଭାରେ ଏନଡିଏକୁ ଝଟକା

mahabharatanews