ବିଶ୍ୱ

କିଭ ଉପରେ ୟୁକ୍ରେନର ଏୟାରଷ୍ଟ୍ରାଇକ

ୟୁକ୍ରେନ ରାଜଧାନି କିଭ୍ ଉପରେ ଘନଘନ ଏୟାରଷ୍ଟ୍ରାଇକ କଯରୁଛି ଋଷ । ଋଷରୁ ଆକ୍ରମଣରେ ୪ଜଣ ଶିଶୁଙ୍କ ସମେତ ୨୫ ଜଣ ପ୍ରଣ ହରେଇଲେଣି । ଏହି ଏୟାରଷ୍ଟାଇକ ୟୁକ୍ରେନର ନିପ୍ରୋ, କ୍ରେମେନଚୁକ, ମିକୋଲେଭ ଓ ପୋଲତଭା ସହରରେ ଅତଙ୍କ ଖେଳାଇଥିବା ବେଳେ ଉପନ ସହରରେ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ଏହା ହେଉଛି ଗତ ୨ମାସ ମଧ୍ୟରେ ସବୁଠାରୁ ବଡ ହମଲା ବୋଲି ମୁହାଯାଉଛି । ମିସାଇଲ ମାଡୋ ଅନେକ କୋଠା ନଷ୍ଟ ହୋଇଥିବା ବେଳେ ଏକ ଶିଶୁ ଓ ଜଣେ ମହିଳାଙ୍କ ପ୍ରଣ ହାନି ହୋଇଥିବା ସୂଚନା ରହିଚି । ସେପଟେ ଋଷ ଅଧିକୃତ ୟୁକ୍ରେନର ଅଞ୍ଚଳକୁ ଯଥା ଶିଘ୍ର ମୁକ୍ତି କରାଯିବ ବୋଲି କହୁଛି ୟୁକ୍ରେନ ।

Related posts

ଅତି ଭୀଷଣ ସାମୁଦ୍ରିକ ଝଡ଼ରେ ପରିଣତ ହୋଇଛି ବାତ୍ୟା ‘ମୋଚା’

mahabharatanews

ସାଉଦି ଆରବ ପକ୍ଷରୁ ପାକିସ୍ତାନକୁ ୨ ବିଲିୟନ ଡଲାର ଆର୍ଥିକ ସହାୟତା 

mahabharatanews

ରୁଷ୍‌ର ମିସାଇଲ୍‌: ୩୦ ଆହତ

mahabharatanews