ମନୋରଞ୍ଜନ

ହଠାତ ଫୁଲିଗଲା ଉର୍ଫିଙ୍କ ଚେହେରା

(ମୁମ୍ବାଇ) :  ସୋସିଆଲ ମିଡିଆରେ ସେନଶନ ପାଲଟିଥିବା ଉର୍ଫି ଜାବେଦ ପୁଣି ଚର୍ଚାକୁ ଆସିଛନ୍ତି । ଏଥର କିନ୍ତୁ  ନିଜ ବୋଲ୍ଡ ଡ୍ରେସ ଆଉ ଲୁକକୁ ନେଇ ନୁହେ ବରଂ ଫ୍ୟାଶନ ଦେଇଛି ତାଙ୍କୁ କଷ୍ଟ ।  ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ଉର୍ଫି ନିଜେ ଏ ବିଷୟରେ ସୂଚନା ଦେଇଛନ୍ତି।

ସୂଚନାନୁଯାୟୀ , ଉର୍ଫି ଇନେଷ୍ଟାଗ୍ରାମରେ ସେୟାର କରିଥିବା ଫଟୋରେ ତାଙ୍କ ମୁହଁ ବିଗିଡି ଯାଇଥିବାର ଦେଖିବା ପାଇଁ ମିଳିଛି । ପ୍ରକୃତରେ ଅଭିନେତ୍ରୀ ଏକ ଫଟୋ ସେୟାର କରିଛନ୍ତି ଯେଉଁଥିରେ ତାଙ୍କ ଚେହେରା ଓ ଆଖି ଫୁଲି ଯାଇଛି । ଉର୍ଫି ଜାଭେଦ ନିଜ ଡାର୍କ ସର୍କଲଗୁଡିକ ଲୁଚାଇବା ପାଇଁ ଆଖି ଟ୍ରିଟମେଣ୍ଟ କରିଥିଲେ । କିନ୍ତୁ ଏହି ଚିକିତ୍ସା ପରେ ଡାର୍କ ସର୍କଲରୁ ମୁକ୍ତି ପାଇବା ବଦଳରେ ତାଙ୍କ ଆଖି ତଳ ଫୁଲିଯାଇଛି । ଉର୍ଫି ନିଜେ ଇନଷ୍ଟା ଷ୍ଟୋରୀରେ ତାଙ୍କର ଏହି ଫଟୋ ସେୟାର କରିଛନ୍ତି ।

 

Related posts

ଓଟିଟି ପ୍ଲାଟଫର୍ମରେ ଫିଲ୍ମ ବଡେ ମିଆଁ-ଛୋଟେ ମିଆଁ

mahabharatanews

ସାଉଥ ସୁପରଷ୍ଟାର ରାମ ଚରଣଙ୍କ ଘରକୁ ଆସିଲା କୁନି ଅତିଥି  

mahabharatanews

 ‘ଡିପ୍‌ଫେକ୍‌’ ବିବାଦ; ଆକ୍ସନ ମୋଡରେ ପୋଲିସ

mahabharatanews