ଓଡିଶା

ମୟୁରଭଞ୍ଜ ଜିଲ୍ଲା ପ୍ରଶାସନ ପକ୍ଷରୁ ଉତ୍କଳ ଦିବସ।


ଆଜି ହେଉଛି ପବିତ୍ର ଉତ୍କଳ ଦିବସ। ଏହି ଦିବସରେ ଓଡ଼ିଶା ର ବରପୁତ୍ର ମାନଙ୍କୁ ମନେ ପକାଇ ଏପ୍ରିଲ ୧ତାରିଖରେ ଓଡ଼ିଶା ରାଜ୍ୟ ପାଳନ କରୁଛି ଏହି ଦିବସ। ସେହିପରି ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ପକ୍ଷରୁ ବାରିପଦା ସହରରେ ଥିବା ଓଡ଼ିଶା ବରପୁତ୍ର ମାନଙ୍କୁ ପୁଷ୍ପ ମାଲ୍ୟା ଅର୍ପଣକରିଛନ୍ତି ଜିଲ୍ଲା ପରିଷଦ ଅଧ୍ୟକ୍ଷ ଭାରତୀ ହାସଦା, ଜିଲ୍ଲାପାଳ ହେମକାନ୍ତ ସୟ, ଏସପି ବରୁଣ ଗୁଣ୍ଡୁପାଲି , ବାରିପଦା ପୌର ପରିଷଦ ଅଧ୍ୟକ୍ଷ ଓ ଅନ୍ୟାନ୍ୟ ସରକାରୀ ଅଧିକାରୀମାନେ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି।

ଏହି ଦିବସକୁ  ଛୋଟ ଛୋଟ ସ୍କୁଲ ଛାତ୍ର ଛାତ୍ରୀ ମାନେ ସମ୍ମାନ ସହ ପକ୍ଷ ପାଳନ କରୁଛି। ଓଡ଼ିଶାରେ  ଏହି ବରପୁତ୍ର ମାନଙ୍କର ଅବଦାନ ଅତୁଳନୀବୋଲି ଜିଲ୍ଲାପାଳ ହେମକାନ୍ତ ସୟ କହିଛନ୍ତି।

Related posts

ଡେଲାଙ୍ଗ ଦୟା ନଦୀରେ ପ୍ରଥମ ବନ୍ୟା ପାଣି ପ୍ରବାହିତ

mahabharatanews

୧୨ଟା ପର୍ଯ୍ୟନ୍ତ  ଗୃହ ମୁଲତବୀ 

mahabharatanews

ସୁନାବେଶରେ ମହାପ୍ରଭୁଙ୍କୁ ଦେଖି ବିଭୋର ଭକ୍ତ

mahabharatanews